ଅଦ୍ୟତନ ହୋଇଛି
pic
Advertisment
ଶିକ୍ଷକ- ପପୁ ତୁ କାଲି କାହିଁକି ସ୍କୁଲ୍ ଆସିନଥିଲୁ?
ପପୁ- ମୁଁ ପଡିଯାଇଥିଲି ଏବଂ ମତେ ଲାଗିଯାଇଥିଲା।
ଶିକ୍ଷକ- କେଉଁଠି ପଡିଥିଲୁ?
ପପୁ- ଖଟରେ ପଡିଥିଲି ଆଉ ମୋ ଆଖି ଲାଗିଯାଇଥିଲା।