Advertisment

ଆଲିଆ ଜଣେ ବଡ଼ ବୈଜ୍ଞାନିକ !

ଶିକ୍ଷକ– ଜଣେ ବଡ଼ ବୈଜ୍ଞାନିକ ନାଁ କୁହ। ରାମୁ- ଆଲିଆ ଭଟ୍ଟ। ଶିକ୍ଷକ– ତତେ ଟିକେ ଲାଜ ଲାଗୁନି, ଶେଷକୁ ଏଇଟା କହିଲୁ ମୂର୍ଖ। ଶାମୁ- ସାର୍‌ ରାଗନ୍ତୁନି। ରାମୁ ‘ଆର୍ଯ୍ୟଭଟ୍ଟ’ କହୁଛି। ତା’ ପାଟି ଟିକେ ଲାଗେ।

author-image
Biswobandita Swain
ଆଲିଆ ଜଣେ ବଡ଼ ବୈଜ୍ଞାନିକ !

teacher

ଶିକ୍ଷକ- ଜଣେ ବଡ଼ ବୈଜ୍ଞାନିକ ନାଁ କୁହ।
ରାମୁ- ଆଲିଆ ଭଟ୍ଟ।
ଶିକ୍ଷକ- ତତେ ଟିକେ ଲାଜ ଲାଗୁନି, ଶେଷକୁ ଏଇଟା କହିଲୁ ମୂର୍ଖ।
ଶାମୁ- ସାର୍‌ ରାଗନ୍ତୁନି। ରାମୁ ‘ଆର୍ଯ୍ୟଭଟ୍ଟ’ କହୁଛି। ତା’ ପାଟି ଟିକେ ଲାଗେ।

Advertisment