Advertisment

ହୋମ୍‌ ୱାର୍କ

ଶିକ୍ଷକ- ତମେ ହୋମୱାର୍କ କାହିଁକି କରିନ? ପପୁ- ମୁଁ ହଷ୍ଟେଲ୍‌ରେ ରହୁଛି। ଶିକ୍ଷକ-  ତ କ’ଣ ହେଲା? ପପୁ- ହଷ୍ଟେଲ୍‌ରେ ହୋମ୍‌ୱାର୍କ କେମିତି ହେବ। ଆପଣ ହଷ୍ଟେଲ୍‌ ୱାର୍କ ଦିଅନ୍ତୁ।

author-image
Biswobandita Swain
ହୋମ୍‌ ୱାର୍କ

cartoon-teacher

ଶିକ୍ଷକ- ତମେ ହୋମୱାର୍କ କାହିଁକି କରିନ?

ପପୁ- ମୁଁ ହଷ୍ଟେଲ୍‌ରେ ରହୁଛି।

ଶିକ୍ଷକ-  ତ କ’ଣ ହେଲା?

ପପୁ-ହଷ୍ଟେଲ୍‌ରେ ହୋମ୍‌ୱାର୍କ କେମିତି ହେବ। ଆପଣ ହଷ୍ଟେଲ୍‌ ୱାର୍କ ଦିଅନ୍ତୁ।