cartoon-teacher
Advertisment
ଶିକ୍ଷକ- ତମେ ହୋମୱାର୍କ କାହିଁକି କରିନ?
ପପୁ- ମୁଁ ହଷ୍ଟେଲ୍ରେ ରହୁଛି।
ଶିକ୍ଷକ- ତ କ’ଣ ହେଲା?
ପପୁ-ହଷ୍ଟେଲ୍ରେ ହୋମ୍ୱାର୍କ କେମିତି ହେବ। ଆପଣ ହଷ୍ଟେଲ୍ ୱାର୍କ ଦିଅନ୍ତୁ।
cartoon-teacher
ଶିକ୍ଷକ- ତମେ ହୋମୱାର୍କ କାହିଁକି କରିନ?
ପପୁ- ମୁଁ ହଷ୍ଟେଲ୍ରେ ରହୁଛି।
ଶିକ୍ଷକ- ତ କ’ଣ ହେଲା?
ପପୁ-ହଷ୍ଟେଲ୍ରେ ହୋମ୍ୱାର୍କ କେମିତି ହେବ। ଆପଣ ହଷ୍ଟେଲ୍ ୱାର୍କ ଦିଅନ୍ତୁ।