Advertisment

ଇଂରାଜୀରେ କୁହ ତୁମ ନାଁ କ’ଣ ?

ଟ୍ରେନ୍‌ରେ ଅଜଣା ପୁଅକୁ ଦେଖି ଝିଅଟି ତା ସହିତ କଥା ହେବାକୁ ଚାହିଁଲା.. ଝିଅ: ତୁମ ନାମ କ’ଣ ? ପୁଅ: ଇଂରାଜୀରେ କହିବି ନା ଓଡ଼ିଆରେ ଝିଅ: ଇଂରାଜୀରେ କୁହ ପୁଅ: ବ୍ଲାକ୍‌ ଲାୟନ୍‌ ଝିଅ: ଆଉ ଓଡ଼ିଆରେ ପୁଅ: କାଳିଆ ସିଂହ…

author-image
Puspanjali Panda
ଇଂରାଜୀରେ କୁହ ତୁମ ନାଁ କ’ଣ ?

papuy

ଟ୍ରେନ୍‌ରେ ଅଜଣା ପୁଅକୁ ଦେଖି ଝିଅଟି ତା ସହିତ କଥା ହେବାକୁ ଚାହିଁଲା..

ଝିଅ: ତୁମ ନାମ କ’ଣ ?

ପୁଅ: ଇଂରାଜୀରେ କହିବି ନା ଓଡ଼ିଆରେ

ଝିଅ: ଇଂରାଜୀରେ କୁହ

ପୁଅ: ବ୍ଲାକ୍‌ ଲାୟନ୍‌

ଝିଅ: ଆଉ ଓଡ଼ିଆରେ

ପୁଅ: କାଳିଆ ସିଂହ...