papuy
Advertisment
ଟ୍ରେନ୍ରେ ଅଜଣା ପୁଅକୁ ଦେଖି ଝିଅଟି ତା ସହିତ କଥା ହେବାକୁ ଚାହିଁଲା..
ଝିଅ: ତୁମ ନାମ କ’ଣ ?
ପୁଅ: ଇଂରାଜୀରେ କହିବି ନା ଓଡ଼ିଆରେ
ଝିଅ: ଇଂରାଜୀରେ କୁହ
ପୁଅ: ବ୍ଲାକ୍ ଲାୟନ୍
ଝିଅ: ଆଉ ଓଡ଼ିଆରେ
ପୁଅ: କାଳିଆ ସିଂହ...
papuy
ଟ୍ରେନ୍ରେ ଅଜଣା ପୁଅକୁ ଦେଖି ଝିଅଟି ତା ସହିତ କଥା ହେବାକୁ ଚାହିଁଲା..
ଝିଅ: ତୁମ ନାମ କ’ଣ ?
ପୁଅ: ଇଂରାଜୀରେ କହିବି ନା ଓଡ଼ିଆରେ
ଝିଅ: ଇଂରାଜୀରେ କୁହ
ପୁଅ: ବ୍ଲାକ୍ ଲାୟନ୍
ଝିଅ: ଆଉ ଓଡ଼ିଆରେ
ପୁଅ: କାଳିଆ ସିଂହ...