Advertisment

ସଫଳ ସ୍ୱାମୀ ହେବା ପାଇଁ ଟିପ୍ସ

ପପୁ : ଆଚ୍ଛା ଦିପୁ ମୋ ସ୍ତ୍ରୀ କହୁଛି ମୁଁ ଜଣେ ସଫଳ ସ୍ୱାମୀ ନୁହେଁ। ଦିପୁ : ତେବେ ସଫଳ ହୋଇ ଦେଖାଇ ଦିଅ। ପପୁ : ସଫଳ ହେବାର ସୂତ୍ର କ’ଣ ଜାଣିଛ କି ? ଦିପୁ : ଯେବେ ତୁମେ ବିନା କୌଣସି ଭୁଲ୍‌ରେ ସ୍ତ୍ରୀକୁ ସରି କହିବା ଶିଖିଯିବ, ସେବେ ଜାଣିବ ତୁମେ ଜଣେ ସଫଳ ସ୍ୱାମୀ…

author-image
Puspanjali Panda
ସଫଳ ସ୍ୱାମୀ ହେବା ପାଇଁ ଟିପ୍ସ

joke

ପପୁ : ଆଚ୍ଛା ଦିପୁ ମୋ ସ୍ତ୍ରୀ କହୁଛି ମୁଁ ଜଣେ ସଫଳ ସ୍ୱାମୀ ନୁହେଁ।

ଦିପୁ : ତେବେ ସଫଳ ହୋଇ ଦେଖାଇ ଦିଅ।

ପପୁ : ସଫଳ ହେବାର ସୂତ୍ର କ’ଣ ଜାଣିଛ କି ?

ଦିପୁ : ଯେବେ ତୁମେ ବିନା କୌଣସି ଭୁଲ୍‌ରେ ସ୍ତ୍ରୀକୁ ସରି କହିବା ଶିଖିଯିବ, ସେବେ ଜାଣିବ ତୁମେ ଜଣେ ସଫଳ ସ୍ୱାମୀ...

Advertisment