joke
Advertisment
ପପୁ : ଆଚ୍ଛା ଦିପୁ ମୋ ସ୍ତ୍ରୀ କହୁଛି ମୁଁ ଜଣେ ସଫଳ ସ୍ୱାମୀ ନୁହେଁ।
ଦିପୁ : ତେବେ ସଫଳ ହୋଇ ଦେଖାଇ ଦିଅ।
ପପୁ : ସଫଳ ହେବାର ସୂତ୍ର କ’ଣ ଜାଣିଛ କି ?
ଦିପୁ : ଯେବେ ତୁମେ ବିନା କୌଣସି ଭୁଲ୍ରେ ସ୍ତ୍ରୀକୁ ସରି କହିବା ଶିଖିଯିବ, ସେବେ ଜାଣିବ ତୁମେ ଜଣେ ସଫଳ ସ୍ୱାମୀ...
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/06/joke-1.jpg)