ଭାଉଜ ବାଉଁଆ କି?

ସୁରେଶ- ଭାଇ, ଭାଉଜ ବାଉଁଆ କି?

ମହେଶ- ହଁ, ତୁ କେମିତି ଜାଣିଲୁ।

ସୁରେଶ- ତୁମ ଡାହାଣ ଗାଲ ନାଲି ପଡ଼ିଛି।