ସେ ଆଉ କାହା ସହ ଆସିଛି

ରବି- ଆଜି ମୁଁ ହୋଟେଲ୍‌ ଗଲି ଓ ସେଠାରେ ମୋତେ ବସିବା ପାଇଁ ସୁନ୍ଦର ସ୍ଥାନ ମିଳିଲା।

ଶିବ- କେମିତି?

ରବି- ହୋଟେଲ୍‌ରେ ପଶିବା ମାତ୍ରେ ମୁଁ ମୋବାଇଲ୍‌କୁ କାନ ପାଖରେ ରଖି ଜୋରରେ କହିଲି, ସେ ଅନ୍ୟ କାହା ସହ ଆସିଛି। ଏତିକି କହିବା ପରେ ସେଠାରୁ ୬ଟି କପଲ୍‌ ଉଠିକି ପଳେଇଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।