Advertisment

ସେ ଆଉ କାହା ସହ ଆସିଛି

ରବି- ଆଜି ମୁଁ ହୋଟେଲ୍‌ ଗଲି ଓ ସେଠାରେ ମୋତେ ବସିବା ପାଇଁ ସୁନ୍ଦର ସ୍ଥାନ ମିଳିଲା। ଶିବ- କେମିତି? ରବି- ହୋଟେଲ୍‌ରେ ପଶିବା ମାତ୍ରେ ମୁଁ ମୋବାଇଲ୍‌କୁ କାନ ପାଖରେ ରଖି ଜୋରରେ କହିଲି, ସେ ଅନ୍ୟ କାହା ସହ ଆସିଛି। ଏତିକି କହିବା ପରେ ସେଠାରୁ ୬ଟି କପଲ୍‌ ଉଠିକି ପଳେଇଲେ।

author-image
Biswobandita Swain
ସେ ଆଉ କାହା ସହ ଆସିଛି

ki

ରବି-ଆଜି ମୁଁ ହୋଟେଲ୍‌ ଗଲି ଓ ସେଠାରେ ମୋତେ ବସିବା ପାଇଁ ସୁନ୍ଦର ସ୍ଥାନ ମିଳିଲା।

ଶିବ- କେମିତି?

ରବି- ହୋଟେଲ୍‌ରେ ପଶିବା ମାତ୍ରେ ମୁଁ ମୋବାଇଲ୍‌କୁ କାନ ପାଖରେ ରଖି ଜୋରରେ କହିଲି, ସେ ଅନ୍ୟ କାହା ସହ ଆସିଛି। ଏତିକି କହିବା ପରେ ସେଠାରୁ ୬ଟି କପଲ୍‌ ଉଠିକି ପଳେଇଲେ।

Advertisment