ki
Advertisment
ରବି-ଆଜି ମୁଁ ହୋଟେଲ୍ ଗଲି ଓ ସେଠାରେ ମୋତେ ବସିବା ପାଇଁ ସୁନ୍ଦର ସ୍ଥାନ ମିଳିଲା।
ଶିବ- କେମିତି?
ରବି- ହୋଟେଲ୍ରେ ପଶିବା ମାତ୍ରେ ମୁଁ ମୋବାଇଲ୍କୁ କାନ ପାଖରେ ରଖି ଜୋରରେ କହିଲି, ସେ ଅନ୍ୟ କାହା ସହ ଆସିଛି। ଏତିକି କହିବା ପରେ ସେଠାରୁ ୬ଟି କପଲ୍ ଉଠିକି ପଳେଇଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/10/ki.jpg)