/odisha-reporter/media/post_attachments/uploads/2019/08/q-2.jpg)
q
ସକାଳୁ ସକାଳୁ ଚା’ର ମଜା ନେଉ ନେଉ ହାଲୁକା ମୁହୂର୍ତ୍ତ ଆଉ ପତ୍ନୀଙ୍କ ମୁଡ୍କୁ ଲକ୍ଷ୍ୟକରି ରାମବାବୁ ମୁଚୁକୁନ୍ଦି ହସଟିଏ ମାରି କହିଲେ, ବୁଝିଲ! ଆତ୍ମହତ୍ୟାର ସୂତ୍ର ଦୁଇ ପ୍ରକାର ଅଛି। ଗୋଟିଏ ସହଜ ଓ ଆଉ ଗୋଟିଏ କଷ୍ଟକର।
Advertisment
ଏତିକି ଶୁଣି ସ୍ୱାମୀଙ୍କ ହାତରୁ ଖବରକାଗଜଟାକୁ ଭିଡ଼ିଆଣି ପତ୍ନୀ କହିଲେ, କ’ଣ ଏମିତି କିଛି ଖବର ବାହାରିଛି କି?
ରାମବାବୁ କହିଲେ, ଆରେ ନାଇଁମ। ବେକରେ ରଶି ଗୁଡ଼େଇ ପଙ୍ଖାରେ ଝୁଲିଗଲେ ଶୀଘ୍ର ଓ ସହଜରେ ପ୍ରାଣ ପଳେଇବ ସିନା, ବେକରେ ବରମାଳ ପକେଇ ତୁମକୁ ବେକରେ ଓହଳେଇଲେ ସାରା ଜୀବନ କଷ୍ଟ ପାଇ ପାଇ ଶେଷରେ ମରିବ। ଏଇଟା ମୋର ନିଜ ଅଭିଜ୍ଞତା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
