Advertisment

ପରୀକ୍ଷା ସରିଲା ବେଳକୁ ମୁନା ଡାକ୍ତର ହୋଇଯାଇଥିଲା !

ସାର: ଆରେ ମୁନା ତୋ ନାଁ ପଛରେ ଏବେ ଡଃ. ଲେଖାଯିବ। ମୁନା: କ’ଣ ପାଇଁ ସାର୍ । ସାର୍: ତୋ ପରୀକ୍ଷା ଖାତା ଦେଖିଲା ପରେ ମତେ ସେମିତି ଲାଗୁଛି। ମୁନା: ସାର୍‌ କ’ଣ ସତରେ ? ସାର୍‌: ହଁ, ଖାଲି ତୁ ନୁହେଁ, ତୋ ସାଙ୍ଗମାନଙ୍କ ପଛରେ ବି ଡାକ୍ତର ଲେଖାଯିବ। କାହିଁକି ଜାଣିଛୁ? ମୁନା: କାହିଁକି ସାର୍‌ ? ସାର୍‌: ଆରେ ପରୀକ୍ଷା ସରିଲା ବେଳକୁ ତୁମ ହସ୍ତାକ୍ଷର ଏମିତି ହୋଇଯାଉଛି ଯେ, […]

ଅଦ୍ୟତନ ହୋଇଛି
ପରୀକ୍ଷା ସରିଲା ବେଳକୁ ମୁନା ଡାକ୍ତର ହୋଇଯାଇଥିଲା !

DR-MUNA

Advertisment

ସାର:ଆରେ ମୁନା ତୋ ନାଁ ପଛରେ ଏବେ ଡଃ. ଲେଖାଯିବ।

ମୁନା:କ’ଣ ପାଇଁ ସାର୍ ।

ସାର୍:ତୋ ପରୀକ୍ଷା ଖାତା ଦେଖିଲା ପରେ ମତେ ସେମିତି ଲାଗୁଛି।

ମୁନା: ସାର୍‌ କ’ଣ ସତରେ ?

ସାର୍‌: ହଁ, ଖାଲି ତୁ ନୁହେଁ, ତୋ ସାଙ୍ଗମାନଙ୍କ ପଛରେ ବି ଡାକ୍ତର ଲେଖାଯିବ। କାହିଁକି ଜାଣିଛୁ?

Advertisment

ମୁନା: କାହିଁକି ସାର୍‌ ?

ସାର୍‌: ଆରେ ପରୀକ୍ଷା ସରିଲା ବେଳକୁ ତୁମ ହସ୍ତାକ୍ଷର ଏମିତି ହୋଇଯାଉଛି ଯେ, ମତେ ଲାଗୁଛି ଠିକ୍‌ ପରୀକ୍ଷା ସରୁ ସରୁ ତୁମ ଦେହରେ ଡାକ୍ତରଙ୍କ ଆତ୍ମା ପ୍ରବେଶ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe