ଏମିତି ସ୍ତ୍ରୀ ଆଉ ମିଳିବ ନାହିଁ…

ବଣ୍ଟି: ସାର୍‌, ମୋତେ ମୋ ସ୍ତ୍ରୀଠାରୁ ଛାଡ଼ପତ୍ର ଦରକାର। ସେ ଗତ ୬ ମାସ ଧରି ମୋ ସହିତ କଥା ହଉନି।

ଓକିଲ : ଥରେ ଭଲ ଭାବରେ ଚିନ୍ତା କର। ଏମିତି ସ୍ତ୍ରୀ ଆଉ ମିଳିବ ନାହିଁ…

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।