ଏମିତି ସ୍ତ୍ରୀ ଆଉ ମିଳିବ ନାହିଁ...

ବଣ୍ଟି: ସାର୍‌, ମୋତେ ମୋ ସ୍ତ୍ରୀଠାରୁ ଛାଡ଼ପତ୍ର ଦରକାର। ସେ ଗତ ୬ ମାସ ଧରି ମୋ ସହିତ କଥା ହଉନି। ଓକିଲ : ଥରେ ଭଲ ଭାବରେ ଚିନ୍ତା କର। ଏମିତି ସ୍ତ୍ରୀ ଆଉ ମିଳିବ ନାହିଁ…

talak

Puspanjali Panda
  • Published: Tuesday, 03 December 2019
  • , Updated: 03 December 2019, 11:52 AM IST

ବଣ୍ଟି: ସାର୍‌, ମୋତେ ମୋ ସ୍ତ୍ରୀଠାରୁ ଛାଡ଼ପତ୍ର ଦରକାର। ସେ ଗତ ୬ ମାସ ଧରି ମୋ ସହିତ କଥା ହଉନି।

ଓକିଲ : ଥରେ ଭଲ ଭାବରେ ଚିନ୍ତା କର। ଏମିତି ସ୍ତ୍ରୀ ଆଉ ମିଳିବ ନାହିଁ...

Related story