Advertisment

ବିବାହ ପରେ ପୁଅଙ୍କ ଜୀବନ

ପପୁ : ସାଙ୍ଗ ଝିଅଙ୍କର ଜୀବନଟା ଭଲ.. ସୋନୁ: କାହିଁକି କ’ଣ ହେଲା? ପପୁ: ବାହାଘର ପୂର୍ବରୁ ବାପାଙ୍କର ପରି ହୋଇ ଆଉ ବାହାଘର ପରେ ଶାଶୂଘରେ ଲକ୍ଷ୍ମୀ ହୋଇ ରୁହନ୍ତି। ସୋନୁ: ଆଉ ପୁଅ ? ପପୁ: ପୁଅଙ୍କର କ’ଣ ଅଛି..ବାହାଘର ପୂର୍ବରୁ ବାପାଙ୍କଠାରୁ ମାଡ଼ ଖାଆନ୍ତି ଆଉ ବାହାଘର ପରେ ସ୍ତ୍ରୀଠାରୁ….

author-image
Puspanjali Panda
ବିବାହ ପରେ ପୁଅଙ୍କ ଜୀବନ

boys

ପପୁ : ସାଙ୍ଗ ଝିଅଙ୍କର ଜୀବନଟା ଭଲ..

ସୋନୁ: କାହିଁକି କ’ଣ ହେଲା?

ପପୁ: ବାହାଘର ପୂର୍ବରୁ ବାପାଙ୍କର ପରି ହୋଇ ଆଉ ବାହାଘର ପରେ ଶାଶୂଘରେ ଲକ୍ଷ୍ମୀ ହୋଇ ରୁହନ୍ତି।

Advertisment

ସୋନୁ: ଆଉ ପୁଅ ?

ପପୁ: ପୁଅଙ୍କର କ’ଣ ଅଛି..ବାହାଘର ପୂର୍ବରୁ ବାପାଙ୍କଠାରୁ ମାଡ଼ ଖାଆନ୍ତି ଆଉ ବାହାଘର ପରେ ସ୍ତ୍ରୀଠାରୁ....