ଭିଟାମିନ୍‌ SHE 

ସୁରେଶ- ଡାକ୍ତର ବାବୁ ମୁଁ ବହୁତ ଖୁସି ରହୁଛି। ନିଦ ବି ଭଲ ହେଉଛି। କାମରେ ମଧ୍ୟ ମନ ଲାଗୁଛି। ଏମିତି କାହିଁ ହେଉଛି?

ଡାକ୍ତର- ତମ ରୋଗ ବିଷୟରେ ମୁଁ ଜାଣି ପାରିଛି। ତମ ଜୀବନରେ ଭିଟାମିନ୍‌ SHEର ଅଭାବ ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।