Advertisment

‘ମୋ ମୋବାଇଲ୍‌ରେ ଭଲ ପାଣିପାଗ ଲୋଡ୍‌ କରିଦେଲ’

ଦୋକାନୀ- ମ୍ୟାଡମ୍ ଆପଣ ଚିନ୍ତାରେ କାହିଁକି ଅଛନ୍ତି? ଯୁବତୀ- ମୋ ଫୋନ୍‌ରେ ନେଟୱର୍କ ଆସୁନି, ଆପଣ ଟିକେ ଦେଖିଲେ। ଦୋକାନୀ- ମ୍ୟାଡମ୍‌ ପାଣିପାଗ ଖରାପ ଅଛି। ସେଥିପାଇଁ ନେଟୱର୍କ ଟିକେ ରହୁନି। ଯୁବତୀ- ୫୦୦ଟଙ୍କା ନେଇ ଭଲ ପାଣିପାଗ ଲୋଡ୍‌ କରିଦେଲ।

author-image
Biswobandita Swain
‘ମୋ ମୋବାଇଲ୍‌ରେ ଭଲ ପାଣିପାଗ ଲୋଡ୍‌ କରିଦେଲ’

shop-keeper

ଦୋକାନୀ- ମ୍ୟାଡମ୍ ଆପଣ ଚିନ୍ତାରେ କାହିଁକି ଅଛନ୍ତି?

ଯୁବତୀ- ମୋ ଫୋନ୍‌ରେ ନେଟୱର୍କ ଆସୁନି, ଆପଣ ଟିକେ ଦେଖିଲେ।

ଦୋକାନୀ- ମ୍ୟାଡମ୍‌ ପାଣିପାଗ ଖରାପ ଅଛି। ସେଥିପାଇଁ ନେଟୱର୍କ ଟିକେ ରହୁନି।

ଯୁବତୀ- ୫୦୦ଟଙ୍କା ନେଇ ଭଲ ପାଣିପାଗ ଲୋଡ୍‌ କରିଦେଲ।