ଦୋକାନୀ- ମ୍ୟାଡମ୍ ଆପଣ ଚିନ୍ତାରେ କାହିଁକି ଅଛନ୍ତି?
ଯୁବତୀ- ମୋ ଫୋନ୍ରେ ନେଟୱର୍କ ଆସୁନି, ଆପଣ ଟିକେ ଦେଖିଲେ।
ଦୋକାନୀ- ମ୍ୟାଡମ୍ ପାଣିପାଗ ଖରାପ ଅଛି। ସେଥିପାଇଁ ନେଟୱର୍କ ଟିକେ ରହୁନି।
ଯୁବତୀ- ୫୦୦ଟଙ୍କା ନେଇ ଭଲ ପାଣିପାଗ ଲୋଡ୍ କରିଦେଲ।
ଦୋକାନୀ- ମ୍ୟାଡମ୍ ଆପଣ ଚିନ୍ତାରେ କାହିଁକି ଅଛନ୍ତି? ଯୁବତୀ- ମୋ ଫୋନ୍ରେ ନେଟୱର୍କ ଆସୁନି, ଆପଣ ଟିକେ ଦେଖିଲେ। ଦୋକାନୀ- ମ୍ୟାଡମ୍ ପାଣିପାଗ ଖରାପ ଅଛି। ସେଥିପାଇଁ ନେଟୱର୍କ ଟିକେ ରହୁନି। ଯୁବତୀ- ୫୦୦ଟଙ୍କା ନେଇ ଭଲ ପାଣିପାଗ ଲୋଡ୍ କରିଦେଲ।
shop-keeper