Advertisment

ପୁରୁଷଙ୍କ ସ୍ମରଣ ଶକ୍ତି କମ୍‌ !

ଟୁନି: ବୁଝିଲୁ ମୁନି ପୁଅଙ୍କ ସ୍ମରଣ ଶକ୍ତି କମ୍‌। ମୁନି: ତୁ କେମିତି ଜାଣିଲୁ ? ଟୁନି: ସୁନ୍ଦର ଝିଅ ଦେଖିବା ପରେ ସେମାନେ ବିବାହିତ ବୋଲି ଭୁଲି ଯାଆନ୍ତି…

author-image
Puspanjali Panda
ପୁରୁଷଙ୍କ ସ୍ମରଣ ଶକ୍ତି କମ୍‌ !

men

ଟୁନି: ବୁଝିଲୁ ମୁନି ପୁଅଙ୍କ ସ୍ମରଣ ଶକ୍ତି କମ୍‌।

ମୁନି:ତୁ କେମିତି ଜାଣିଲୁ ?

ଟୁନି:ସୁନ୍ଦର ଝିଅ ଦେଖିବା ପରେ ସେମାନେ ବିବାହିତ ବୋଲି ଭୁଲି ଯାଆନ୍ତି...