ପୁରୁଷଙ୍କ ସ୍ମରଣ ଶକ୍ତି କମ୍‌ !

ଟୁନି: ବୁଝିଲୁ ମୁନି ପୁଅଙ୍କ ସ୍ମରଣ ଶକ୍ତି କମ୍‌।

ମୁନି: ତୁ କେମିତି ଜାଣିଲୁ ?

ଟୁନି: ସୁନ୍ଦର ଝିଅ ଦେଖିବା ପରେ ସେମାନେ ବିବାହିତ ବୋଲି ଭୁଲି ଯାଆନ୍ତି…