କଇଁ କଇଁ ହୋଇ କାନ୍ଦିଲା ପପୁ

ପାର୍କରେ ଗର୍ଲଫ୍ରେଣ୍ଡକୁ ଧରି ପପୁ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା।

ପପୁ କାନ୍ଦୁଥିବା ଦେଖି ତା ଗର୍ଲଫ୍ରେଣ୍ଡ ପଚାରିଲା : କ’ଣ ହେଇଛି, କାହିଁକି କାନ୍ଦୁଛ କୁହ ?

ପପୁ : ମୋ ସ୍ତ୍ରୀ ମୋ ଉପରେ ସନ୍ଦେହ କରୁଛି। କ’ଣ କରିବି ଏବେ କୁହ…

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।