/odisha-reporter/media/post_attachments/uploads/2020/02/rose.jpg)
rose
ବିବାହର ପାଞ୍ଚ ବର୍ଷ ପରେ ପପୁ ଭାଲେନଣ୍ଟାଇନ୍ ଡେରେ ପ୍ରୀତି ପାଇଁ ଧଳା ଗୋଲାପ ଫୁଲ ଆଣିଦେଲା।
Advertisment
ପ୍ରୀତି : ଏ କ’ଣ ଆଜି ପରା ଭାଲେନଣ୍ଟାଇନ୍ ଡେ !
ପପୁ : ହଁ ଜାଣିଛି...
ପ୍ରୀତି : ତେବେ ଆଜିର ଦିନରେ ଧଳା ଗୋଲାପ କାହିଁକି ଆଣିଛ ? ଲାଲ୍ ଆଣିଲନି...
ପପୁ : ଏବେ ମୋ ଜୀବନରେ ପ୍ରେମଠାରୁ ଅଧିକ ଶାନ୍ତିର ଆବଶ୍ୟକତା ଅଛି। ପ୍ଲିଜ୍ ଧଳା ଗୋଲାପ ନେଇ ଖୁସିରେ ରୁହ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
