Advertisment

ଧଳା ଗୋଲାପ

ବିବାହର ପାଞ୍ଚ ବର୍ଷ ପରେ ପପୁ ଭାଲେନଣ୍ଟାଇନ୍‌ ଡେରେ ପ୍ରୀତି ପାଇଁ ଧଳା ଗୋଲାପ ଫୁଲ ଆଣିଦେଲା। ପ୍ରୀତି : ଏ କ’ଣ ଆଜି ପରା ଭାଲେନଣ୍ଟାଇନ୍‌ ଡେ ! ପପୁ : ହଁ ଜାଣିଛି… ପ୍ରୀତି : ତେବେ ଆଜିର ଦିନରେ ଧଳା ଗୋଲାପ କାହିଁକି ଆଣିଛ ? ଲାଲ୍‌ ଆଣିଲନି… ପପୁ : ଏବେ ମୋ ଜୀବନରେ ପ୍ରେମଠାରୁ ଅଧିକ ଶାନ୍ତିର ଆବଶ୍ୟକତା ଅଛି। ପ୍ଲିଜ୍‌ ଧଳା ଗୋଲାପ ନେଇ ଖୁସିରେ ରୁହ।

ଧଳା ଗୋଲାପ

rose

Advertisment

ବିବାହର ପାଞ୍ଚ ବର୍ଷ ପରେ ପପୁ ଭାଲେନଣ୍ଟାଇନ୍‌ ଡେରେ ପ୍ରୀତି ପାଇଁ ଧଳା ଗୋଲାପ ଫୁଲ ଆଣିଦେଲା।

Advertisment

ପ୍ରୀତି : ଏ କ’ଣ ଆଜି ପରା ଭାଲେନଣ୍ଟାଇନ୍‌ ଡେ !

ପପୁ : ହଁ ଜାଣିଛି...

ପ୍ରୀତି : ତେବେ ଆଜିର ଦିନରେ ଧଳା ଗୋଲାପ କାହିଁକି ଆଣିଛ ? ଲାଲ୍‌ ଆଣିଲନି...

ପପୁ : ଏବେ ମୋ ଜୀବନରେ ପ୍ରେମଠାରୁ ଅଧିକ ଶାନ୍ତିର ଆବଶ୍ୟକତା ଅଛି। ପ୍ଲିଜ୍‌ ଧଳା ଗୋଲାପ ନେଇ ଖୁସିରେ ରୁହ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe