ଗଧ କିଏ?

ପପୁ- ସାର୍‌ ଗଧ କିଏ?

ଶିକ୍ଷକ- ଯିଏ ନିଜର କଥା ଅନ୍ୟ ମାନଙ୍କୁ ଠିକ୍‌ ଭାବେ ବୁଝାଇ ପାରେନି।

ପପୁ- ମୁଁ କିଛି ବୁଝି ପାରିଲିନି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।