ଗଧ କିଏ?

ପପୁ- ସାର୍‌ ଗଧ କିଏ? ଶିକ୍ଷକ- ଯିଏ ନିଜର କଥା ଅନ୍ୟ ମାନଙ୍କୁ ଠିକ୍‌ ଭାବେ ବୁଝାଇ ପାରେନି। ପପୁ- ମୁଁ କିଛି ବୁଝି ପାରିଲିନି।

teacher

Biswobandita Swain
  • Published: Monday, 09 December 2019
  • , Updated: 09 December 2019, 10:51 AM IST

ପପୁ- ସାର୍‌ ଗଧ କିଏ?

ଶିକ୍ଷକ- ଯିଏ ନିଜର କଥା ଅନ୍ୟ ମାନଙ୍କୁ ଠିକ୍‌ ଭାବେ ବୁଝାଇ ପାରେନି।

ପପୁ- ମୁଁ କିଛି ବୁଝି ପାରିଲିନି।

Related story