Advertisment

ଚିନି ଡ଼ବା ଦେଖିବା ଅଭ୍ୟାସ

ସ୍ତ୍ରୀ : ତୁମେ ସବୁବେଳେ ଶୋଇବା ପୂର୍ବରୁ ଚିନିଡ଼ବା କାହିଁକି ଦେଖୁଛ ? ସ୍ୱାମୀ : ଡାକ୍ତର କହିଥିଲେ… ସ୍ତ୍ରୀ : ଡାକ୍ତର ଏମିତି କାହିଁକି କହିଥିଲେ ? ସ୍ୱାମୀ : ଡାକ୍ତର କହିଥିଲେ, ରାତିରେ ଶୋଇବା ପୂର୍ବରୁ ସୁଗାର୍‌ ଚେକ୍‌ କରି ଶୋଇବ…

author-image
Puspanjali Panda
ଚିନି ଡ଼ବା ଦେଖିବା ଅଭ୍ୟାସ

chini

ସ୍ତ୍ରୀ : ତୁମେ ସବୁବେଳେ ଶୋଇବା ପୂର୍ବରୁ ଚିନିଡ଼ବା କାହିଁକି ଦେଖୁଛ ?

ସ୍ୱାମୀ : ଡାକ୍ତର କହିଥିଲେ…

ସ୍ତ୍ରୀ : ଡାକ୍ତର ଏମିତି କାହିଁକି କହିଥିଲେ ?

ସ୍ୱାମୀ : ଡାକ୍ତର କହିଥିଲେ, ରାତିରେ ଶୋଇବା ପୂର୍ବରୁ ସୁଗାର୍‌ ଚେକ୍‌ କରି ଶୋଇବ...