ରିଷ୍ଟ ଖଣ୍ଡନ ପାଇଁ ଠାକୁର ପୂଜା

ସ୍ତ୍ରୀ : ତମେ ଠାକୁର ପୂଜା କର।

ସ୍ୱାମୀ : କାହିଁକି ?

ସ୍ତ୍ରୀ : ତୁମ ଯାତକରେ ଥିବା ରିଷ୍ଟ ଖଣ୍ଡନ ହେବ।

ସ୍ୱାମୀ : ତା’ହଲେ ତୁମ ବାପା ବହୁତ ଠାକୁର ପୂଜା କରି ତାଙ୍କ ରିଷ୍ଟ ଖଣ୍ଡମ କରିଛନ୍ତି।

ସ୍ତ୍ରୀ : କେମିତି ଜାଣିଲ ?

ସ୍ୱାମୀ : ତୁମ ପରି ରିଷ୍ଟ ମୋ ବେକରେ ଝୁଲେଇ ଦେଇଛନ୍ତି ଯେ…

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।