/odisha-reporter/media/post_attachments/uploads/2020/03/humor.jpg)
humor
ସ୍ତ୍ରୀ : ତମେ ଠାକୁର ପୂଜା କର।
ସ୍ୱାମୀ : କାହିଁକି ?
ସ୍ତ୍ରୀ : ତୁମ ଯାତକରେ ଥିବା ରିଷ୍ଟ ଖଣ୍ଡନ ହେବ।
ସ୍ୱାମୀ : ତା’ହଲେ ତୁମ ବାପା ବହୁତ ଠାକୁର ପୂଜା କରି ତାଙ୍କ ରିଷ୍ଟ ଖଣ୍ଡମ କରିଛନ୍ତି।
Advertisment
ସ୍ତ୍ରୀ : କେମିତି ଜାଣିଲ ?
ସ୍ୱାମୀ : ତୁମ ପରି ରିଷ୍ଟ ମୋ ବେକରେ ଝୁଲେଇ ଦେଇଛନ୍ତି ଯେ...
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
