Advertisment

ରିଷ୍ଟ ଖଣ୍ଡନ ପାଇଁ ଠାକୁର ପୂଜା

ସ୍ତ୍ରୀ : ତମେ ଠାକୁର ପୂଜା କର। ସ୍ୱାମୀ : କାହିଁକି ? ସ୍ତ୍ରୀ : ତୁମ ଯାତକରେ ଥିବା ରିଷ୍ଟ ଖଣ୍ଡନ ହେବ। ସ୍ୱାମୀ : ତା’ହଲେ ତୁମ ବାପା ବହୁତ ଠାକୁର ପୂଜା କରି ତାଙ୍କ ରିଷ୍ଟ ଖଣ୍ଡମ କରିଛନ୍ତି। ସ୍ତ୍ରୀ : କେମିତି ଜାଣିଲ ? ସ୍ୱାମୀ : ତୁମ ପରି ରିଷ୍ଟ ମୋ ବେକରେ ଝୁଲେଇ ଦେଇଛନ୍ତି ଯେ…

ରିଷ୍ଟ ଖଣ୍ଡନ ପାଇଁ ଠାକୁର ପୂଜା

humor

Advertisment

ସ୍ତ୍ରୀ : ତମେ ଠାକୁର ପୂଜା କର।

ସ୍ୱାମୀ : କାହିଁକି ?

ସ୍ତ୍ରୀ : ତୁମ ଯାତକରେ ଥିବା ରିଷ୍ଟ ଖଣ୍ଡନ ହେବ।

ସ୍ୱାମୀ : ତା’ହଲେ ତୁମ ବାପା ବହୁତ ଠାକୁର ପୂଜା କରି ତାଙ୍କ ରିଷ୍ଟ ଖଣ୍ଡମ କରିଛନ୍ତି।

Advertisment

ସ୍ତ୍ରୀ : କେମିତି ଜାଣିଲ ?

ସ୍ୱାମୀ : ତୁମ ପରି ରିଷ୍ଟ ମୋ ବେକରେ ଝୁଲେଇ ଦେଇଛନ୍ତି ଯେ...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe