ଏମିତି ସ୍ତ୍ରୀ ବାରମ୍ବାର ମିଳିବନି

ରବି ଓକିଲଙ୍କୁ- ମତୋ ମୋ ସ୍ତ୍ରୀଠୁ ଛାଡପତ୍ର ଦରକାର।

 ଓକିଲ- ଆପଣଙ୍କୁ କାରଣ କହିବାକୁ ହେବ।

ଆହୁରି ପଢ଼ନ୍ତୁ

 ରବି- ସେ ଗତ ୬ମାସ ହେବ ମୋ ସହ କଥାବାର୍ତ୍ତା କରୁନି।

 ଓକିଲ- ପୁଣି ଥରେ ଭାବିକି ଦେଖ। ଏମିତି ସ୍ତ୍ରୀ ବାରମ୍ବାର ମିଳିବନି।

 

 

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।