Advertisment

ଏମିତି ସ୍ତ୍ରୀ ବାରମ୍ବାର ମିଳିବନି

ରବି ଓକିଲଙ୍କୁ- ମତୋ ମୋ ସ୍ତ୍ରୀଠୁ ଛାଡପତ୍ର ଦରକାର।  ଓକିଲ- ଆପଣଙ୍କୁ କାରଣ କହିବାକୁ ହେବ।  ରବି- ସେ ଗତ ୬ମାସ ହେବ ମୋ ସହ କଥାବାର୍ତ୍ତା କରୁନି।  ଓକିଲ- ପୁଣି ଥରେ ଭାବିକି ଦେଖ। ଏମିତି ସ୍ତ୍ରୀ ବାରମ୍ବାର ମିଳିବନି।

author-image
Biswobandita Swain
ଏମିତି ସ୍ତ୍ରୀ ବାରମ୍ବାର ମିଳିବନି

lawyer

ରବି ଓକିଲଙ୍କୁ-ମତୋ ମୋ ସ୍ତ୍ରୀଠୁ ଛାଡପତ୍ର ଦରକାର।

 ଓକିଲ- ଆପଣଙ୍କୁ କାରଣ କହିବାକୁ ହେବ।

 ରବି- ସେ ଗତ ୬ମାସ ହେବ ମୋ ସହ କଥାବାର୍ତ୍ତା କରୁନି।

 ଓକିଲ- ପୁଣି ଥରେ ଭାବିକି ଦେଖ। ଏମିତି ସ୍ତ୍ରୀ ବାରମ୍ବାର ମିଳିବନି।