ଫେସ୍‌ବୁକ୍‌ରେ ଏତେ ମହିଳା କେମିତି?

ପପୁ- ବହୁତ ଦିନ ହେବ ମୁଁ ଗୋଟେ କଥା ଭାବୁଛି।

ଆହୁରି ପଢ଼ନ୍ତୁ

ରାଜୁ- କ’ଣ?

ପପୁ- ଦୁନିଆରେ ୩.୧୫ବିଲିୟନ୍‌ ମହିଳା। ଏ ଫେସ୍‌ବୁକ୍‌ରେ କେମିତି ୫.୬୭ବିଲିୟନ୍‌ ମହିଳା ଅଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।