/odisha-reporter/media/post_attachments/uploads/2020/06/yam33.jpg)
yam33
ଗୋଟିଏ ଝିଅ ମରିଯିବା ପରେ ଯମଲୋକରେ ପହଞ୍ଚିଲା। ଯମରାଜା ଝିଅଟିକୁ ପଚାରିଲେ...
ଯମରାଜା : ଝିଅ ତୁମେ କେଉଁଠିକି ଯିବାକୁ ଚାହୁଁଛ ? ସ୍ୱର୍ଗ ନା ନର୍କ ?
ଝିଅ : ପୃଥିବୀରୁ ବାସ୍ ମୋର ମୋବାଇଲ୍ ଆଉ ଚାର୍ଜର ନେଇଆସ। ତା’ ପରେ ତୁମେ ଯେଉଁଠି କହିବ ମୁଁ ସେଠି ରହିଯିବି। ମୋର କିଛି ଅସୁବିଧା ନାହିଁ।
Advertisment
ଏକଥା ଶୁଣିବା ପରେ ଯମରାଜା ବେହୋସ୍....
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
