Advertisment

ଝିଅ ତୁମେ ସ୍ୱର୍ଗ ନା ନର୍କକୁ ଯିବ ?

ଗୋଟିଏ ଝିଅ ମରିଯିବା ପରେ ଯମଲୋକରେ ପହଞ୍ଚିଲା। ଯମରାଜା ଝିଅଟିକୁ ପଚାରିଲେ… ଯମରାଜା : ଝିଅ ତୁମେ କେଉଁଠିକି ଯିବାକୁ ଚାହୁଁଛ ? ସ୍ୱର୍ଗ ନା ନର୍କ ? ଝିଅ : ପୃଥିବୀରୁ ବାସ୍‌ ମୋର ମୋବାଇଲ୍‌ ଆଉ ଚାର୍ଜର ନେଇଆସ। ତା’ ପରେ ତୁମେ ଯେଉଁଠି କହିବ ମୁଁ ସେଠି ରହିଯିବି। ମୋର କିଛି ଅସୁବିଧା ନାହିଁ। ଏକଥା ଶୁଣିବା ପରେ ଯମରାଜା ବେହୋସ୍‌….

ଝିଅ ତୁମେ ସ୍ୱର୍ଗ ନା ନର୍କକୁ ଯିବ ?

yam33

Advertisment

ଗୋଟିଏ ଝିଅ ମରିଯିବା ପରେ ଯମଲୋକରେ ପହଞ୍ଚିଲା। ଯମରାଜା ଝିଅଟିକୁ ପଚାରିଲେ...

ଯମରାଜା : ଝିଅ ତୁମେ କେଉଁଠିକି ଯିବାକୁ ଚାହୁଁଛ ? ସ୍ୱର୍ଗ ନା ନର୍କ ?

ଝିଅ : ପୃଥିବୀରୁ ବାସ୍‌ ମୋର ମୋବାଇଲ୍‌ ଆଉ ଚାର୍ଜର ନେଇଆସ। ତା’ ପରେ ତୁମେ ଯେଉଁଠି କହିବ ମୁଁ ସେଠି ରହିଯିବି। ମୋର କିଛି ଅସୁବିଧା ନାହିଁ।

Advertisment

ଏକଥା ଶୁଣିବା ପରେ ଯମରାଜା ବେହୋସ୍‌....

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe