Advertisment

‘ବାହାଘର ପରେ ଦେଶକୁ ବଦଳାଇ ପାରିବୁନି’

ଦୁଇବନ୍ଧୁଙ୍କ ଭିତରେ କଥାବାର୍ତ୍ତା ଚାଲିଥାଏ। ଏମିତି କଥା ଚାଲୁ ଚାଲୁ ଅବିବାହିତ ବନ୍ଧୁ ଜଣକ କହିଲେ, ସାଙ୍ଗ ଆମ ଯୁବସମାଜ ବଦଳିଲେ, ଦେଶ ବଦଳିବ। ଆଉ ଦେଶ ବଦଳିଲେ, ବିକାଶ ସମ୍ଭବ ହୋଇପାରିବ। ଦେଶର ବିକାଶ ନିହାତି ଜରୁରୀ। ଏତିକି କହୁ କହୁ ବିବାହିତ ବନ୍ଧୁ ଜଣକ କହିଲେ, ଆରେ ଭାଇ! ଯାହା ବଦଳାଇବା କଥା ଏବେ ବଦଳା। ଯଦି ବାହା ହୋଇଗଲୁ, ତା’ହେଲେ ଦେଶ ବଦଳାଇବା କଥା ଛାଡ଼୍‌… ଟିଭି ଚ୍ୟାନେଲ୍‌ ବି ବଦଳାଇ ପାରିବୁ […]

author-image
Biswobandita Swain
ଅଦ୍ୟତନ ହୋଇଛି
‘ବାହାଘର ପରେ ଦେଶକୁ ବଦଳାଇ ପାରିବୁନି’

Bijay-Mohanty-5

ଦୁଇବନ୍ଧୁଙ୍କ ଭିତରେ କଥାବାର୍ତ୍ତା ଚାଲିଥାଏ। ଏମିତି କଥା ଚାଲୁ ଚାଲୁ ଅବିବାହିତ ବନ୍ଧୁ ଜଣକ କହିଲେ, ସାଙ୍ଗ ଆମ ଯୁବସମାଜ ବଦଳିଲେ, ଦେଶ ବଦଳିବ। ଆଉ ଦେଶ ବଦଳିଲେ, ବିକାଶ ସମ୍ଭବ ହୋଇପାରିବ। ଦେଶର ବିକାଶ ନିହାତି ଜରୁରୀ।

Advertisment

ଏତିକି କହୁ କହୁ ବିବାହିତ ବନ୍ଧୁ ଜଣକ କହିଲେ, ଆରେ ଭାଇ! ଯାହା ବଦଳାଇବା କଥା ଏବେ ବଦଳା। ଯଦି ବାହା ହୋଇଗଲୁ, ତା’ହେଲେ ଦେଶ ବଦଳାଇବା କଥା ଛାଡ଼୍‌... ଟିଭି ଚ୍ୟାନେଲ୍‌ ବି ବଦଳାଇ ପାରିବୁ ନାହିଁ। ତୋ ଠାରୁ ସେ କ୍ଷମତା ବି ଛଡ଼ାଇ ନିଆଯିବ।