Advertisment

ଅଜୟ ନା ବିଜୟ- କିଏ ସୌଭାଗ୍ୟଶାଳୀ?

ଯୁବତୀ- ବାବା ଅଜୟ ଓ ବିଜୟ ଦୁଇ ଜଣ ଯାକ ମୋତେ ପସନ୍ଦ କରୁଛନ୍ତି। ଆପଣ ଦୟାକରି କୁହନ୍ତୁ, ସେମାନଙ୍କ ମଧ୍ୟରୁ କିଏ ସୌଭାଗ୍ୟଶାଳୀ ହେବେ। ବାବା- (କିଛି ସମୟ ଭାବିବା ପରେ) ଅଜୟ ଅଧିକ ସୌଭାଗ୍ୟଶାଳୀ ରହିବ। କାରଣ ତୁମର ବିବାହ ବିଜୟ ସହିତ ହେବ।

author-image
Biswobandita Swain
ଅଦ୍ୟତନ ହୋଇଛି
ଅଜୟ ନା ବିଜୟ- କିଏ ସୌଭାଗ୍ୟଶାଳୀ?

jk

ଯୁବତୀ- ବାବା ଅଜୟ ଓ ବିଜୟ ଦୁଇ ଜଣ ଯାକ ମୋତେ ପସନ୍ଦ କରୁଛନ୍ତି। ଆପଣ ଦୟାକରି କୁହନ୍ତୁ, ସେମାନଙ୍କ ମଧ୍ୟରୁ କିଏ ସୌଭାଗ୍ୟଶାଳୀ ହେବେ।

Advertisment

ବାବା- (କିଛି ସମୟ ଭାବିବା ପରେ) ଅଜୟ ଅଧିକ ସୌଭାଗ୍ୟଶାଳୀ ରହିବ। କାରଣ ତୁମର ବିବାହ ବିଜୟ ସହିତ ହେବ।