ଯୁବତୀ- ବାବା ଅଜୟ ଓ ବିଜୟ ଦୁଇ ଜଣ ଯାକ ମୋତେ ପସନ୍ଦ କରୁଛନ୍ତି। ଆପଣ ଦୟାକରି କୁହନ୍ତୁ, ସେମାନଙ୍କ ମଧ୍ୟରୁ କିଏ ସୌଭାଗ୍ୟଶାଳୀ ହେବେ।
ବାବା- (କିଛି ସମୟ ଭାବିବା ପରେ) ଅଜୟ ଅଧିକ ସୌଭାଗ୍ୟଶାଳୀ ରହିବ। କାରଣ ତୁମର ବିବାହ ବିଜୟ ସହିତ ହେବ।
ଯୁବତୀ- ବାବା ଅଜୟ ଓ ବିଜୟ ଦୁଇ ଜଣ ଯାକ ମୋତେ ପସନ୍ଦ କରୁଛନ୍ତି। ଆପଣ ଦୟାକରି କୁହନ୍ତୁ, ସେମାନଙ୍କ ମଧ୍ୟରୁ କିଏ ସୌଭାଗ୍ୟଶାଳୀ ହେବେ। ବାବା- (କିଛି ସମୟ ଭାବିବା ପରେ) ଅଜୟ ଅଧିକ ସୌଭାଗ୍ୟଶାଳୀ ରହିବ। କାରଣ ତୁମର ବିବାହ ବିଜୟ ସହିତ ହେବ।
jk