ଅଶାନ୍ତ ଫ୍ରାନ୍ସକୁ ନିୟନ୍ତ୍ରଣ କରିବା ପାଇଁ ୪୫ ହଜାର ସୁରକ୍ଷାକର୍ମୀ, ତଥାପି ଦଙ୍ଗା ଜାରି

ଏହି ସ୍ଥାନରେ ହିଁ ୧୭ ବର୍ଷୀୟ ନାହେଲ ଏମଙ୍କୁ ଗୋଟିଏ ଟ୍ରାଫିକ ପୋଷ୍ଟ ନିକରେ ଜଣେ ପୁଲିସ୍‌ ଅଧିକାରୀ ମଙ୍ଗଳବାର ଗୁଳି କରି ହତ୍ୟା କରିଥିଲେ। ତାଙ୍କୁ ବିଭିନ୍ନ ଦଙ୍ଗାରେ ଗିରଫ କରାଯାଇଥିଲେ ହେଁ ହିଂସା ଥମିବାର ନାଁ ଧରୁନି।

France

ହିଂସାର ଚିତ୍ର

Hemant Lenka
  • Published: Saturday, 01 July 2023
  • Updated: 01 July 2023, 12:19 PM IST

Sports

Latest News

ୟୁରୋପୀ ଦେଶ ଫ୍ରାନ୍ସରେ ୪ ଦିନ ହେଲା ବ୍ୟାପକ ହିଂସାକାଣ୍ଡ ଘଟିବାରେ ଲାଗିଛି। ଯୁବ ଦଙ୍ଗାକାରୀମାନେ ପୁଲିସ୍‌ ଅଧିକାରୀଙ୍କ ସହ ଲଢ଼େଇ କରିବା ସହ ସର୍ବସାଧାରଣ ସମ୍ପତ୍ତିକୁ ନଷ୍ଟ କରିବାରେ ଲାଗିଛନ୍ତି।

ସେମାନେ ଆପଲ ରିଟେଲ ଷ୍ଟୋର ଠାରୁ ଆରମ୍ଭ କରି ବିଭିନ୍ନ ଦୋକାନକୁ ଲୁଟ କରିବାରେ ଲାଗିଛନ୍ତି। ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୪୫ ହଜାର ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ତଥାପି ସ୍ଥିତିରେ କୌଣସି ପ୍ରକାରର ସୁଧାର ଆସିନି।

ଚଳିତ ସପ୍ତାହରେ ଉତ୍ତର ଆଫ୍ରିକାର ଜଣେ କିଶୋର ପୁଲିସ୍‌ ଗୁଳିରେ ପ୍ରାଣ ହରାଇବା ପରେ ଫ୍ରାନ୍ସରେ ହିଂସା ସୃଷ୍ଟି ହୋଇଛି। ପ୍ୟାରିସର ପଶ୍ଚିମ ପ୍ରାନ୍ତରେ ଥିବା ନାନଟେରେର ପ୍ରଥମେ ହିଂସା ଆରମ୍ଭ ହୋଇଥିଲା।

Also Read

ପୁଲିସ୍‌ ନାହେଲଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ସେ ଟ୍ରାଫିକ ପୋଷ୍ଟରେ ଦ୍ରୁତଗତିରେ ଗାଡ଼ି ନେଇ ଚାଲି ଯାଇଥିଲେ। କିଛିତ ବାଟ ଯିବା ପରେ ପୁଲିସ୍‌ ଅଧିକାରୀ ଜଣଙ୍କ ତାଙ୍କୁ ଅଟକାଇ ଜିରୋ ରେଞ୍ଜରୁ ଗୁଳି କରିଥିଲେ। ବାମ ପଟ ବାହୁ ବାଟେ ଗୁଳିଟି ତାଙ୍କ ଛାତିରେ ମାଡ଼ ହୋଇଥିଲା।

ନାହେଲ ଯେଉଁଭଳି ଗାଡ଼ି ଚଳାଉଥିଲେ ସେଥିରେ ଅନ୍ୟମାନେ ଆହତ ହେବାର ଆଶଙ୍କା ଥିଲା। ତେଣୁ ପୁଲିସ୍‌ ଅଧିକାରୀ ଜଣଙ୍କ ତାଙ୍କୁ ଗୁଳି କରିଥିଲେ। ପୂର୍ବରୁ ମଧ୍ୟ ଅନେକ ଥର ଏହି କିଶୋର ଜଣଙ୍କ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବାର ନଜିର ରହିଥିଲା।

ତେବେ ତାଙ୍କୁ ହତ୍ୟା କରାଯିବା ପରେ ପୂରା ଦେଶର ବିଭିନ୍ନ ପ୍ରାନ୍ତରେ ଯୁବଗୋଷ୍ଠୀ ରାସ୍ତାକୁ ଓହ୍ଲାଇ ପୁଲିସ୍‌ର ଦମନଲୀଳାକୁ ନିନ୍ଦା କରିଛନ୍ତି। ସେମାନେ ବସ୍‌ ଷ୍ଟପ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଦେଇଛନ୍ତି। ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ ଯୁବଗୋଷ୍ଠୀଙ୍କୁ ଶାନ୍ତ ହେବାକୁ କହିବା ହିଂସା ପାଇଁ ଭିଡିଓ ଗେମ୍ସକୁ ଦାୟୀ କରିଛନ୍ତି। ସେହିପରି ଦଙ୍ଗା ସୃଷ୍ଟି କରୁଥିବା ଯୁବକଯୁବତୀଙ୍କ ବାପାମା’ଙ୍କୁ ଏହାକୁ ବନ୍ଦ କରି ପିଲାମାନଙ୍କୁ ଘରେ ରଖିବାକୁ ପରାମର୍ଶ ଦେଇଛନ୍ତି।

ଦେଶର ଆଭ୍ୟନ୍ତରୀଣ ମନ୍ତ୍ରୀ ଗେରାଲ ଡାରମାନି କହିଛନ୍ତି, ଶୁକ୍ରବାର ରାତିରେ ୨୭୦ ଜଣ ଦଙ୍ଗାକାରୀଙ୍କୁ ଗିରଫ କରାଯାଇଛି। ଏହାକୁ ମିଶାଇ ଦଙ୍ଗା ସୃଷ୍ଟି କରୁଥିବା ଯୁବଗୋଷ୍ଠୀଙ୍କ ଗିରଫଦାରୀ ସଂଖ୍ୟା ୧୧ ଶହ ଛୁଇଁଛି। ଗିରଫ ହୋଇଥିବା ଅଧିକାଂଶ ଯୁବକଙ୍କ ବୟସ ୧୭ ବର୍ଷ।

ସାଷ୍ଟ୍ରାସବର୍ଗରରେ ଥିବା ଗୋଟିଏ ଆପଲ ଷ୍ଟୋରରେ ଦଙ୍ଗାକାରୀମାଦନେ ପଛ ପଟ ରାସ୍ତାରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଏଠାରେ ଲୁଟପାତ ମଧ୍ୟ ହୋଇଛି।

ଫ୍ରାନ୍ସ ଦ୍ୱିତୀୟ ସର୍ବବୃହତ ସହର ମାରସେଇଲ୍ଲେରେ ଯୁବଗୋଷ୍ଠୀ ପୁଲିସ୍‌ ଉପରେ ଆକ୍ରମଣ କରିଛନ୍ତି। ସେମାନେ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଦେବା ସହ ଲୁଟ ମଧ୍ୟ କରିଛନ୍ତି। ଗୋଟିଏ ବନ୍ଧୁକ ଦୋକାନରେ ଭଙ୍ଗା ରୁଜୁ ମଧ୍ୟ ହୋଇଛି। ଏଠାରୁ ଦଙ୍ଗାକାରୀମାନେ ବନ୍ଧୁକ ନେଇ ଯାଇଛନ୍ତି।

ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ ଏବେ ବାଧ୍ୟ ହୋଇ ଲୁହବୁହା ଗ୍ୟାସ ଓ ପାଣି ମାଡ଼ କରିବା ଆରମ୍ଭ କରିଛି। ତେବେ ଗୁଳି ମାଡ଼ କରି ନାହିଁ। ବିକ୍ଷୋଭକାରୀମାନେ ଛୋଟ ପିଲା ହୋଇଥିବାରୁ ସୁରକ୍ଷାକର୍ମୀମାନେ ବେଶ ସତର୍କତାର ସହ ପଦକ୍ଷେପ ନେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story