ଅସହ୍ୟ ଗରମ, ଗଲାଣି ୫୫୦ ହଜ୍‌ ଯାତ୍ରୀଙ୍କ ଜୀବନ

ସାଉଦି ଆରବର ମକ୍କା ଗ୍ରାଣ୍ଡ ମସଜିଦରେ ତାପମାତ୍ରା ୫୧.୮ ଡିଗ୍ରୀ ସେଲସିୟସରେ ପହଞ୍ଚିଛି।

MECCA

ମକ୍କାରେ ହଜ୍‌ ଯାତ୍ରୀଙ୍କ ଭିଡ

Madhupriya Mistry
  • Published: Wednesday, 19 June 2024
  • Updated: 19 June 2024, 09:28 AM IST

Sports

Latest News

ଜୀବନ ନେଉଛି ଅସହ୍ୟ ଗରମ। ୫୦ ତଳକୁ ଖସୁନି ପାରଦ। ଫଳରେ ଏହା ଏବେ ହଜ୍ ଯାତ୍ରୀଙ୍କ ପାଇଁ କାଳ ସାଜିଛି। ସାଉଦି ଆରବରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁ ୫୫୦ରୁ ଅଧିକ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ହୋଇସାରିଲାଣି।

ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ଅଧିକାଂଶ ଇଜିପ୍ଟର ନାଗରିକ ଅଛନ୍ତି। ଇଜିପ୍ଟରୁ ୩୨୩ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏଥିମଧ୍ୟରୁ କେବଳ ଜଣକୁ ଛାଡି ଆଉ ସମସ୍ତେ ଅସହ୍ୟ ଗରମ ଯୋଗୁ ପ୍ରାଣ ହରାଇଥିବା କୁହାଯାଇଛି। ମକ୍କାରେ ପ୍ରବଳ ଭିଡର ଶିକାର ହୋଇ ଜଣଙ୍କ ମୃତ୍ୟୁ ହୋଇଛି। ମକ୍କା ନିକଟ ଅଲ୍‌ ମୁଆଇସମ ହସ୍ପିଟାଲର ଶବଗୃହରୁ ଏହି ତଥ୍ୟ ଆସିଛି।

Also Read

ଜଣେ କୂଟନୈତିଜ୍ଞଙ୍କ କହିବା ମୁତାବକ, ଜର୍ଡାନର ଅତି କମ୍‌ରେ ୬୦ ଜଣଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ଦିନ ଆମ୍ମାନରୁ ପ୍ରକାଶିତ ସରକାରୀ ଆକଳନ ତୁଳନାରେ ଏହି ସଂଖ୍ୟା ଅଧିକ, ଯେଉଁଥିରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଅଯାଇଥିଲା। ଏହି ନୂତନ ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଦେଶର ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୫୭୭ରେ ପହଞ୍ଚିଛି। ମକ୍କାର ସବୁଠାରୁ ବଡ ଶବ ଗୃହ ମଧ୍ୟରୁ ଗୋଟିଏ ଅଲ-ମୁଆଇସମରେ ମୋଟ ୫୫୦ଟି ଶବ ଅଛି।

ସାଉଦି ଜାତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ସୋମବାର ମକ୍କା ଗ୍ରାଣ୍ଡ ମସଜିଦରେ ତାପମାତ୍ରା ୫୧.୮ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା। ଗତ ମାସରେ ପ୍ରକାଶିତ ଏକ ସାଉଦି ଅଧ୍ୟୟନ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଦ୍ୱାରା ହଜ୍ ତୀର୍ଥଯାତ୍ରା ଅଧିକ ପ୍ରଭାବିତ ହେଉଛନ୍ତି। ଏଥିରେ କୁହାଯାଇଛି ଯେ ଯେଉଁଠାରେ ହଜ୍ ତୀର୍ଥଯାତ୍ରୀମାନେ ରୀତିନୀତି କରନ୍ତି ସେହି ଅଞ୍ଚଳର ତାପମାତ୍ରା ପ୍ରତି ଦଶନ୍ଧିରେ ୦.୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଉଛି।

ସାଉଦି ଅଧିକାରୀଙ୍କ କହିବାନୁସାରେ, ଏହି ବର୍ଷ ହଜରେ ପ୍ରାୟ ୧.୮ମିଲିୟନ ତୀର୍ଥଯାତ୍ରୀ ଭାଗ ନେଇଛନ୍ତି। ଯେଉଁଥିରେ ୧.୬ ମିଲିୟନ ବିଦେଶରୁ ଆସିଥିବା କୁହାଯାଉଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story