ନେପାଳରେ ଆଜି ସକାଳେ ଭୂକମ୍ପ ଅନଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଥିଲା। ରାଜଧାନୀ କାଠମାଣ୍ଡୁଠାରୁ ପଶ୍ଚିମରେ ୫୫ କିଲୋମିଟର ଦୂରରେ ଥିବା ଧାଡ଼ିଙ୍ଗ ଥିଲା ଏହି ଭୂକମ୍ପର କେନ୍ଦ୍ରସ୍ଥଳ। ଏଥିଯୋଗୁ କୌଣସି ପ୍ରକାର କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ଆସିନାହିଁ।
ନେପାଳର ବାଜମତି ଓ ଗଣ୍ଡାକି ପ୍ରଦେଶର ଜିଲ୍ଲାଗୁଡ଼ିକରେ ମଧ୍ୟ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ସେହିପରି ଭାରତର ଦିଲ୍ଲୀ-ଏନ୍ସିଆରରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।
Also Read
ନେପାଳ ହେଉଛି ବିଶ୍ୱର ଏକଦଶତମ ସର୍ବାଧିକ ଭୂକମ୍ପପ୍ରବଣ ରାଷ୍ଟ୍ର। ୨୦୧୫ ମସିହାରେ ନେପାଳରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ହଜାରରୁ ଅଧିକ ଆହତ ହୋଇଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
International
ପ୍ରଥମଥର ବୟାନ ଜାରି କଲେ ରୁଷରେ ଲୁଚି ଥିବା ସିରିଆର ବିତାଡ଼ିତ ରାଷ୍ଟ୍ରପତି
ସେ ରୁଷରେ ଆଶ୍ରୟ ନେଇଥିବା କଥା ସ୍ୱୀକାର କରିଛନ୍ତି। ହେଲେ ରୁଷରେ ରାଜନୀତିକ ଆଶ୍ରୟକୁ ସେ ଆଦୌ ବିକଳ୍ପ ଭାବେ ବାଛି ନାହାନ୍ତି।
International
ମାଉଣ୍ଟେନ ରିସର୍ଟରୁ ମିଳିଲା ୧୨ ଭାରତୀୟଙ୍କ ମୃତଦେହ
ଜର୍ଜିଆର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଗୋଟିଏ ବିବୃତିରେ କୁହାଯାଇଛି ଯେ ପ୍ରାଥମିକ ତଦନ୍ତରୁ କୌଣସି ମୃତକଙ୍କ ଦେହରେ କ୍ଷତଚିହ୍ନ ନାହିଁ।
International
ସିରିଆ ଉପରେ ‘ଭୂକମ୍ପ ବୋମା’ ମାଡ଼ କଲା ଇସ୍ରାଏଲ, ସାମ୍ନାକୁ ଆସିଲା ଭିଡିଓ
ଇସ୍ରାଏଲ ପକ୍ଷରୁ ସିରିଆର ୨୩ ଏୟାର ଡିଫେନ୍ସ ବ୍ରିଗେଡ ଓ ଏହାର ଆଖପାଖ ଅଞ୍ଚଳରେ ସବୁଠାରୁ ଭୟଙ୍କର ବୋମା ମାଡ଼ କରାଯାଇଛି।
International
ବିନା ହିଜାବରେ ଗାଉଥିଲେ ସିଙ୍ଗର୍, ବାନ୍ଧିଲା ପୁଲିସ
ୟୁଟ୍ୟୁବର୍ ତଥା ସିଙ୍ଗର୍ ପରସ୍ତୁ ଅହମଦି ହିଜାବ ନ ପିନ୍ଧି ଅନ୍ଲାଇନ୍ କନ୍ସର୍ଟ କରିଥିଲେ। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
International
ପାହାଡ଼ରୁ ଖସି ପଡ଼ିଲେ Mango ଫ୍ୟାଶନ ଚେନ୍ ଫାଉଣ୍ଡର୍, ଚାଲିଗଲା ଜୀବନ
ପାହାଡ ଉପରୁ ୩୨୦ ଫୁଟ ଗଭୀର ଖାଇକୁ ଖସି ପଡି ୭୧ ବର୍ଷିୟ ଇସାକ୍ ଏଣ୍ଡିକ୍ଙ୍କ ମୃତ୍ୟୁ ହୋଇଛି।