କାନାଡାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଜଣଙ୍କର ପ୍ରାଣହାନୀ ହୋଇଛି। କାନାଡାର ଉତ୍ତର ପଶ୍ଚିମାଞ୍ଚଳ ଫୋର୍ଟସ୍ମିଥ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି।
କାନାଡାର ଉପାନ୍ତ ଅଞ୍ଚଳରେ ଥିବା ଖଣି ଅଞ୍ଚଳକୁ ଏକ ବିମାନ ଯୋଗେ ୭ ଜଣ ଯାଉଥିଲେ । ମାତ୍ର ବିମାନଟି ଉଡ଼ିବାର କିଛି ସମୟ ପରେ ହଠାତ୍ ତାହା କ୍ରାଶ୍ କରିଥିଲା। ଫଳରେ ବିମାନରେ ଥିବା ୬ ଜଣଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଜଣେ ଗୁରୁତର ହୋଇ ପଡ଼ିଥିଲେ।
Also Read
ତୁରନ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି। ତେବେ ତାଙ୍କ ଅବସ୍ଥା କିପରି ଅଛି ତାହା ସ୍ପଷ୍ଟ ହୋଇ ପାରିନି। ଏହି ଦୁର୍ଘଟଣାର କାରଣ ଜାଣିବା ନିମନ୍ତେ ତଦନ୍ତକାରୀ ଟିମ୍ ଗଠିତ ହୋଇଛି। ଏହି ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
International
ଚଳନ୍ତା ଟ୍ରେନ୍ର ଛାତ ଉପରୁ ଭିଡିଓ କଲେ ବ୍ଲଗର୍, ୟୁଜର୍ସ କଲେ ନାପସନ୍ଦ
ସୋଶାଲ ମିଡିଆରେ 'rahul_baba_ki_masti_' ନାମକ ଚ୍ୟାନେଲ ଚଳାଇଥିବା ରାହୁଲ ଗୁପ୍ତା ଏହି ଭିଡିଓ ଶୁଟ୍ କରିଛନ୍ତି।
International
ପୁଣି ଭାରତକୁ ଟ୍ରମ୍ପଙ୍କ ଧମକ, କହିଲେ- ଯିଏ ଯେମିତି କରିବ, ସେମିତି ଭୋଗିବ
ଭାରତ ଯଦି ଆମ ଉପରେ ଭାରତ ୧୦୦ ପ୍ରତିଶତ ଟ୍ୟାକ୍ସ ଲାଗୁ କରିବ, ତେବେ ଆମେ ମଧ୍ୟ ତାକୁ ଛାଡ଼ିବୁ ନାହିଁ ବୋଲି ଟ୍ରମ୍ପ କହିଛନ୍ତି।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
International
ମଝି ନଦୀରେ ବୁଡ଼ିଲା ଡ଼ଙ୍ଗା, ୨୫ ମୃତ
ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଓ ମହିଳା ଅଛନ୍ତି। ସେହିପରି ୧୨ ଜଣ ଏବେବି ନିଖୋଜ ଅଛନ୍ତି।
International
୭.୩ ତୀବ୍ରତାର ଭୂକମ୍ପରେ ଥରିଲା ଏହି ଦ୍ୱୀପ, ଅନେକ ମୃତ: ଭିଡିଓ ଭାଇରାଲ୍
ଭୂକମ୍ପ ଝଟକା ପରେ ପ୍ୟାସିଫିକ ସୁନାମୀ ୱାର୍ଣ୍ଣିଂ ସେଣ୍ଟର ପକ୍ଷରୁ ଭାନୁଆତୁ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଥିଲା। ସମୁଦ୍ର ଜୁଆର ୧ ମିଟର ଯାଏ ଉଠି ପାରେ ବୋଲି କୁହାଯାଇଥିଲା।