୮ ଦିନିଆ ରିମାଣ୍ଡରେ ଗଲେ ଇମ୍ରାନ ଖାନ, ଗିରଫ ପରେ ନିର୍ଯାତନା ଦିଆଯାଇଥିବା କହିଲେ

ତାଙ୍କୁ ଏନବିଏ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ କୋର୍ଟ ୮ ଦିନର ଅନୁମତି ଦେଇଛନ୍ତି।

Imran Khan

ଇମ୍ରାନ ଖାନ (ଫାଇଲ ଫଟୋ)

Hemant Lenka
  • Published: Wednesday, 10 May 2023
  • Updated: 10 May 2023, 06:15 PM IST

ଗୋଟିଏ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୮ ଦିନିଆ ରିମାଣ୍ଡରେ ନେଇଛି ଦେଶର ଟପ୍‌ ଦୁର୍ନୀତି ନିରୋଧ ଶାଖା। ଗତକାଲି ଗିରଫ ହେବା ପରେ ଆଜି ନ୍ୟାଶନାଲ ଆକାଉଣ୍ଟବିଲିଟୀ(ଏନବିଏ) ଇମ୍ରାନ ଖାନଙ୍କୁ ଇସଲାମାବାଦର ସ୍ୱତନ୍ତ୍ର କୋର୍ଟରେ ହାଜର କରିଥିଲା।

ତାଙ୍କୁ ଏନବିଏ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ କୋର୍ଟ ୮ ଦିନର ଅନୁମତି ଦେଇଛନ୍ତି। ମଙ୍ଗଳବାର ଇମ୍ରାନ ଖାନ ଗୋଟିଏ ମାମଲାର ନିୟମିତ ଶୁଣାଣି ପାଇଁ ଇସଲାମାବାଦ ହାଇକୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ କୋର୍ଟ ପରିସରରୁ ତାଙ୍କୁ ପାକ୍‌ ରେଞ୍ଜର୍ସମାନେ ଅଜଣା ସ୍ଥାନକୁ ଗିରଫ କରି ନେଇ ଯାଇଥିଲେ।

Also Read

ଆଜି ପୁଲିସ ମୁଖ୍ୟାଳୟରେ ସ୍ୱତନ୍ତ୍ର କୋର୍ଟ ପ୍ରସ୍ତୁତ କରାଯିବା ସହ ସେଠାରେ ଇମ୍ରାନ ଖାନଙ୍କୁ ହାଜର କରାଯାଇଥିଲା। ତେବେ କୋର୍ଟରେ ହାଜର ହେବା ପୂର୍ବରୁ ଇମ୍ରାନ ଖାନ ତାଙ୍କ ଓକିଲଙ୍କୁ ଭେଟିଥିଲେ। ଗିରଫ ପରେ ତାଙ୍କୁ ନିର୍ଯାତନା ଦିଆଯାଇଥିବା ଇମ୍ରାନ ଆଜି କୋର୍ଟଙ୍କୁ କହିଛନ୍ତି। ଖାନ କହିଛନ୍ତି, ଗିରଫ ପରେ ତାଙ୍କୁ ଅଜଣା ସ୍ଥାନରେ ରଖାଯାଇ ନିର୍ଯାତନା ଦିଆଯାଇଛି।

ଏପରି କି ତାଙ୍କୁ ୱାଶରୁମ ବ୍ୟବହାର ପାଇଁ ମଧ୍ୟ ଅନୁମତି ଦିଆଯାଇ ନଥିଲା। ଧୀରେଧୀରେ କେମିତି ହାର୍ଟଆଟାକ ହେବ, ସେନେଇ ଗୋଟିଏ ଇଞ୍ଜକେସନ ମଧ୍ୟ ସୁରକ୍ଷାକର୍ମୀମାନେ ତାଙ୍କୁ ଦେଇଥିବା ଇମ୍ରାନ ଅଭିଯୋଗ କରିଛନ୍ତି। ଏକଥା ଶୁଣିବା ପରେ ମଧ୍ୟ କୋର୍ଟ ଇମ୍ରାନ ଖାନଙ୍କୁ ୮ ଦିନିଆ ରିମାଣ୍ଡରେ ପଠାଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧୭ରେ କରାଯିବ।

ଇମ୍ରାନ ଓକିଲ ଦାବି କରିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସକାଳୁ ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ହେଲେ ତାଙ୍କୁ କୌଣସି ପ୍ରକାରର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ନାହିଁ। ଇସଲାମାବାଦ ପୁଲିସ୍‌ ଲାଇନ୍ସରେ ତାଙ୍କୁ ଅତ୍ୟନ୍ତ ଦୟନୀୟ ପରିବେଶ ମଧ୍ୟରେ ରଖାଯାଇଥିଲା। ଏଠାକୁ ତାଙ୍କୁ ରାତି ୩ ଟାରେ ଅଣାଯାଇଥିଲା। ତାଙ୍କୁ ଖାଇବାକୁ କିମ୍ବା ଶୋଇବା ପାଇଁ ବେଡ୍‌ ମଧ୍ୟ ଦିଆଯାଇ ନଥିଲା। ତାଙ୍କୁ ଅନେକ ପ୍ରକାରର ନିର୍ଯାତନା ଦିଆଯାଇଥିବା ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story