ବିମାନ ବନ୍ଦରରେ ଲାଗିଲା ନିଆଁ, ଜଳିଗଲେ ୯

ବିମାନ ବନ୍ଦରର ଟର୍ମିନାଲ-୮ରେ ଥିବା ଏସ୍‌କେଲେଟର୍‌ରେ ଅଗ୍ନିକାଣ୍ଡ ଘଟିଛି।

Airport Fire

ଘଟଣାସ୍ଥଳର ଦୃଶ୍ୟ

Madhupriya Mistry
  • Published: Thursday, 25 July 2024
  • Updated: 25 July 2024, 10:47 AM IST

Sports

Latest News

ବିମାନ ବନ୍ଦରରେ ଲାଗିଲା ନିଆଁ। ଟର୍ମିନାଲରେ ଥିବା ଏସ୍‌କେଲଟର୍‌ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୯ ଜଣ ଜଳି ଯାଇଛନ୍ତି। ଆମେରିକାରେ ଘଟିଛି ଏଭଳି କିଛି ଘଟଣା।

ନ୍ୟୁୟର୍କର ଜନ୍‌ ଏଫ୍‌ କେନେଡି ବିମାନ ବନ୍ଦରର ଟର୍ମିନାଲ-୮ରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ବୁଧାବାର ସକାଳୁ ଏଠାରେ ଥିବା ଏକ ଏସ୍‌କେଲଟର୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ଦେଖୁ ଦେଖୁ ଏହି ନିଆଁ ବିକରାଳ ରୂପ ଧାରଣ କରି ବ୍ୟାପିବାକୁ ଲାଗିଥିଲା। ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

Also Read

ନିଆଁ ଲାଗିବା ଯୋଗୁ ବିମାନବନ୍ଦରର ଓ୍ୱେଟିଂ ରୁମ୍‌ରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା। ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଟମିନାଲକୁ ତୁରନ୍ତି ଖାଲି କରାଯାଇଥିଲା। ସେପଟେ ଏହି ଅଗ୍ନିକାଣ୍ଡ ଯୋଗୁ ୯ ଜଣ ଜଳି ଯାଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ବିମାନ ବନ୍ଦରରେ ଥିବା ଏସ୍‌କେଲେଟର୍‌ରେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ସେ ନେଇ କୌଣସି ସୂଚନା ମିଳିନାହିଁ। ଏହାର ତଦନ୍ତ ଜାରି ରହିଛି। ଆମେରିକାନ୍‌ ଏୟାରଲାଇନ୍ସ, ବ୍ରିଟିଶ ଏୟାରବେଜ୍‌ ସମେତ ଅନେକ ବିମାନ ଉଡାଣ ବାତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story