ସିରିଆ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଆମେରିକା। ଏହି ଆକ୍ରମଣରେ ୩୭ ଆତଙ୍କବାଦୀ ନିହତ ହୋଇଛନ୍ତି। ଏମାନେ ଇସ୍ଲାମିକ୍ ଷ୍ଟେଟ୍ (ଆଇଏସ୍ଆଇଏସ୍) ଏବଂ ଅଲ୍କାଏଦା ସହ ସମ୍ପୃକ୍ତ ଗ୍ରୁପ୍ ଦ୍ୱାରା ଆତଙ୍କବାଦୀ ଭାବେ ସ୍ୱୀକୃତି ପାଇଥିଲେ ବୋଲି ଆମେରିକା ସେନା କହିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ବରିଷ୍ଠ ଆତଙ୍କବାଦୀ ଅଛନ୍ତି।
ରବିବାର ଜାରି କରାଯାଇଥିବା ବୟାନରେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକୋମ) କହିଛି ଯେ ସେପ୍ଟେମ୍ବର ୧୬ରେ ସିରିଆର ଏକ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଏଥିରେ ଚାରିଜଣ ସିରିଆର ବରିଷ୍ଠ ନେତାଙ୍କ ସମେତ ଅତି କମରେ ୨୮ଜଣ ଆତଙ୍କବାଦୀ ନିହତ ହୋଇଥିଲେ।
Also Read
ତେବେ ବୟାନରେ ମୃତ୍ୟୁବରଣ କରିଥିବା ଲୋକଙ୍କୁ ପରିଚୟ ବିଷୟରେ କୁହାଯାଇ ନାହିଁ। ଏହାପୂର୍ବରୁ ଅଲ୍କାଏଦା ସହ ସମ୍ପୃକ୍ତ ହୁରାସ୍ ଅଲ୍-ଦିନ୍ ଗ୍ରୁପ୍ର ବରିଷ୍ଠ ଆତଙ୍କବାଦୀ ଓ ଅନ୍ୟ ୮ ଜଣଙ୍କୁ ଟାର୍ଗେଟ କରି ଆମେରିକା ସେଣ୍ଟ୍ରାଲ କମାଣ୍ଡ ସିରିଆର ଉତ୍ତରପଶ୍ଚିମ ଭାଗରେ ବୋମାମାଡ଼ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ପଦାର୍ଥ ବିଜ୍ଞାନରେ ୨ ଜଣଙ୍କୁ ନୋବେଲ
ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ଜରିଆରେ ମେସିନ ଲର୍ଣ୍ଣିଂ କୌଶଳ ପାଇଁ ସେମାନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ମିଳିବ।
Guest Column
ଆତଙ୍କବାଦର ବିପଜ୍ଜନକ ଚେହେରା ‘ପେଜର ବୋମା’
ପେଜର ଓ ୱାକିଟକିରେ ଉପରୋକ୍ତ ବୋମା ବିସ୍ଫୋରଣର ଘଟଣାଗୁଡ଼ିକ ଲୋବାନନରେ ଘଟିଛି କିନ୍ତୁ ଏହା ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଦେଇଛି। ସଂଖ୍ୟାଦୃଷ୍ଟିରୁ ଦେଖିଲେ ଏହି ଘଟଣାରେ ଏଯାଏଁ ଯେତେଜଣ ମୃତାହତ ହୋଇଛନ୍ତି ତାହା ଅତିତରେ ସଂଗଠିତ ଅନେକ ଆତଙ୍କବାଦୀ ଘଟଣା ତୁଳନାରେ କମ୍ ହୋଇପାରେ କିନ୍ତୁ ଏହି ଆତଙ୍କର ସଦ୍ୟତମ ଘଟଣା ନିଶ୍ଚିତ ଭାବେ ପୂର୍ବ ଘଟଣାମାନଙ୍କରୁ ଅଧିକ ବିପଜ୍ଜନକ ମନେହେଉଛି।
International
ହେଜବୁଲ୍ଲା ମୁଖ୍ୟ କାର୍ଯ୍ୟାଳୟର କମାଣ୍ଡର ନିପାତ
ବେରୁଟ ଆକ୍ରମଣରେ ହେଜବୁଲ୍ଲାର ମୁଖ୍ୟ କାର୍ଯ୍ୟାଳୟରେ ଥିବା କମାଣ୍ଡର ବି ନିପାତ ହୋଇଛି।
Crime
ପ୍ରେମ ପାଇଁ ପରିବାରର ୧୩ ଜଣଙ୍କୁ ବିଷ ଦେଇ ହତ୍ୟା
ପରିବାର ଲୋକ ପ୍ରେମିକ ସହ ବାହା ଦେବାକୁ ରାଜି ନହେବାରୁ ୧୩ ଜଣଙ୍କୁ ମାରିଦେଲେ ଯୁବତୀ।
Viral
ପୃଥିବୀର ସବୁଠୁ ବଡ଼ ଆପାର୍ଟମେଣ୍ଟ, ରହୁଛନ୍ତି ୨୦ ହଜାର ଲୋକ
ଆପାର୍ଟମେଣ୍ଟରେ ପରିବା ମାର୍କେଟଠୁ ଆରମ୍ଭ କରି ସ୍କୁଲ୍, ଡାକ୍ତରଖାନା , ସୁଇମିଂ ପୁଲ୍ ସବୁ କିଛି ରହିଛି।