Advertisment

ବାଇଡେନଙ୍କ କାର୍‌କେଡ୍‌କୁ ପିଟିଲା କାର୍

ୱିଲମିଙ୍ଗଟନରେ ବାଇଡେନ୍‌ଙ୍କ କାରକେଡକୁ ପିଟିଲା କାର୍ ।

Advertisment

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କାରକେଡ ସହ ପିଟିହେଲା କାର୍‌। କାରକେଡ ସହ ଦୁର୍ଘଟଣା ଘଟିଥିବା ଗାଡ଼ିଟି ଆମେରିକା ରାଷ୍ଟ୍ରପତିଙ୍କ ଗାଡ଼ିଠାରୁ ମାତ୍ର 40 ମିଟର ଦୂରରେ ଥିଲା। ପତ୍ନୀଙ୍କ ସହ ବାଇଡେନ୍ ସୁରକ୍ଷିତ ଅଛନ୍ତି, ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଗିରଫ। ରବିବାର ଦିନ ଡେଲାେଓ୍ଵୟର  ୱିମିଙ୍ଗଟନରେ ଘଟିଛି ଏହି ଘଟଣା ।

Advertisment
Joe Biden USA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe