Advertisment

ପୁଣି ଥରିଲା ଜାପାନ, ୬.୦ ତୀବ୍ରତାରେ ଲାଗିଲା ଭୂକମ୍ପ ଝଟକା

ସପ୍ତାହ ତଳେ ସିରିଜ ଭୂକମ୍ପ ପରେ ଆଜି ପୁଣି ଥରେ ଝଟକା ଲାଗିଛି।

Representative Image

Representative Image

Advertisment

ପୁଣି ଭୂକମ୍ପ ଝଟକାରେ ଥରିଲା ଜାପାନ। ସପ୍ତାହ ତଳେ ସିରିଜ ଭୂକମ୍ପ ପରେ ଆଜି ପୁଣି ଥରେ ଝଟକା ଲାଗିଛି। ଭୂକମ୍ପ ତୀବ୍ରତା ୬.୦ ମ୍ୟାଗ୍ନିଚ୍ୟୁଡ ଥିବା କୁହାଯାଇଛି। ଖବର ଲେଖା ହେବା ସୁଦ୍ଧା ମୃତାହତଙ୍କ ସୂଚନା ମିଳିପାରି ନଥିଲା। 

Advertisment

ଜାପାନ ପାଣିପାଗ ବିଭାଗ ସୂଚନା ଅନୁସାରେ, ଆଜି ଦେଶର ଉପକୂଳ ଅଞ୍ଚଳରେ ଭୂକମ୍ପ ଝଟକା ଲାଗିଥିଲା, ଯାହାର ତୀବ୍ରତା ୬.୦ ମ୍ୟାଗ୍ନିଚ୍ୟୁଡ ରହିଛି।ଏଥିରେ କୌଣସି ମୃତାହତଙ୍କ ବାବଦରେ ଜଣାପଡି ନାହିଁ।

ପ୍ରକାଶ ଥାଉ କି, ଏହି ସ୍ଥାନରେ ହିଁ ଜାନୁଆରୀ ୧ରେ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା, ଯେଁଥିରେ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥିସହ ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ଯାଇଥିଲେ।

Advertisment

ଉଦ୍ଧାର କାର୍ଯ୍ୟ ଏବେ ବି ଅସମ୍ପୂର୍ଣ୍ଣ ରହିଥିବା ବେଳେ ପୁଣି ଥରେ ଝଟକା ଲଗାଛି। ତଥାପି ଖବର ଲେଖା ହେବା ସୁଦ୍ଧା ସୁନାମି ଚେତାବନୀ ଦିଆଯାଇ ନଥିଲା।  

Earthquake Japan Earthquake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe