ଆମେରିକାରେ ଅନୁଭୂତ ହୋଇଛି ଶକ୍ତିଶାଳୀ ଭୂକମ୍ପ। ଆଲାସ୍କା ପେନିଞ୍ଜୁଲା ଅଞ୍ଚଳରେ ଏହି ଭୂମିକମ୍ପ ହୋଇଥିବା ସୂଚନା ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରହିଥିଲା। ତେବେ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ ଆସିନାହିଁ।
Notable quake, preliminary info: M 7.4 - 106 km S of Sand Point, Alaska https://t.co/ftepDWDKb7
— USGS Earthquakes (@USGS_Quakes) July 16, 2023
ଅନ୍ୟପକ୍ଷରେ ଭୂକମ୍ପ ପରେ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୁନାମି ଆର୍ଲଟ କରାଯାଇଛି। ମାର୍ଚ୍ଚ 1964 ରେ ଆଲାସ୍କାରେ 9.2 ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପରେ ଅନୁଭୂତ ହୋଇଥିଲା। ଏହା ସବୁଠୁ ଭାୟାନକ ଥିଲା। ଭୂକମ୍ପ ପରେ ସୁନାମି ପ୍ରଭାବରେ ଆଲାସ୍କା ଗଲ୍ଫ, ଆମେରିକାର ପଶ୍ଚିମ ଉପକୂଳ ଏବଂ ହାୱାଇ ଅଧିକ ପ୍ରଭାବିତ ହୋଇଥିଲା। ଏଥିରେ 250 ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
International
ବ୍ରାଜିଲ୍ରେ ପୁଣି ଅଘଟଣ, ଭୁଶୁଡ଼ିଲା ପୋଲ, ୨ ମୃତ
ସେହିପରି ୧୨ ରୁ ଅଧିକ ଲୋକ ଏବେବି ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
International
ଶାସନ ଗଲା ଏବେ ସମ୍ପର୍କ ବି ତୁଟିବ! ବଶର ଅଲ ଅସଦଙ୍କ ଠାରୁ ଛାଡ଼ପତ୍ର ନେବେ ପତ୍ନୀ
ରୁଷର ଅଦାଲତରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି ଅସଦଙ୍କ ପତ୍ନୀ ଆସ୍ମା।
International
ସୀମାପାର ଆତଙ୍କବାଦକୁ ଭାରତ ଓ କୁଏତର ନିନ୍ଦା
ଆତଙ୍କବାଦର ମୂଳୋତ୍ପାଟନ ପାଇଁ ହାତ ମିଳାଇଲେ ଭାରତ ଓ କୁଏତ।
International
ବଡ଼ ଦିନ ପୂର୍ବରୁ ବ୍ରାଜିଲରେ ବିମାନ ଦୁର୍ଘଟଣା; ୧୦ ମୃତ
ବଡ଼ଦିନ ପୂର୍ବରୁ ବ୍ରାଜିଲରେ ଘଟିଛି ବଡ଼ ଅଘଟଣ। ଏକ କୋଠାକୁ ଧକ୍କା ଦେଇ ଏକ ରେସ୍ତୁରାଁ ଉପରେ ଖସିପଡ଼ିଲା ବିମାନ । ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି।
Accident
ହସ୍ପିଟାଲରେ ପିଟି ହୋଇଗଲା ହେଲିକପ୍ଟର, ୪ ମୃତ
ହେଲିକପ୍ଟରଟି ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିବା ବେଳେ ହସ୍ପିଟାଲ ବିଲଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ି ନଥିଲେ ହେଁ ଘନ କୁହୁଡ଼ି ଯୋଗୁ ଏପରି ଘଟଣା ଘଟିଥିବା କୁହାଯାଉଛି।