ମସ୍କ କରିବେ ବାଏ ବାଏ, ଟ୍ୱିଟର ସିଇଓ ପଦରେ ବସିବେ ମହିଳା

ମସ୍କ ଟ୍ୱିଟରର ସିଇଓ ପଦ ଛାଡ଼ିବା ପରେ କିଏ ଏହି ପଦ ଅକ୍ତିଆର କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Elon Musk

ଏଲନ ମସ୍କ ।

Niharika Rout
  • Published: Friday, 12 May 2023
  • Updated: 12 May 2023, 09:57 AM IST

Sports

Latest News

ସୋଶାଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରର ସିଇଓ ପଦକୁ ଖୁବ୍‌ ଶୀଘ୍ର ବାଏ ବାଏ କହିବେ ଏଲନ ମସ୍କ । ଏନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏଥିସହ କିଏ ଟ୍ୱିଟରର ପରବର୍ତ୍ତୀ ସିଇଓ ହେବ ସେ ନେଇ ବି ସମକ୍ୟ ଧାରଣା ଦେଇଛନ୍ତି ମସ୍କ । ଜଣେ ମହିଳା ଏହି ପଦ ସମ୍ଭାଳିବେ ବୋଲି ସ୍ପଷ୍ଟ କରିଛନ୍ତି ମସ୍କ । ନିଜେ ସିଇଓ ପଦରୁ ଇସ୍ତଫା ଦେବା ପରେ ଟ୍ୱିଟରର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୂମିକା ତୁଲାଇବେ ବୋଲି ମଧ୍ୟ ସେ ଟ୍ୱିଟ କରିଛନ୍ତି।

ମସ୍କ ଏନେଇ କିଛି ଘୋଷଣା କରି ନ ଥିବା ବେଳେ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ ଅନୁଯାୟୀ, କାମକାଷ୍ଟ ଏନସିବି ୟୁନିଭର୍ସାଲ କମ୍ପାନୀର ବିଜ୍ଞାପନ ବିଭାଗ ମୁଖ୍ୟ ଲିଣ୍ଡା ୟାକାରିନୋଙ୍କ ସହ ଏଥିନିମନ୍ତେ କଥାବାର୍ତ୍ତା ସରିଛି। ଏନେଇ ଲିଣ୍ଡାଙ୍କ ପ୍ରତିକ୍ରିୟା ଜଣାପଡ଼ିନି। ତେବେ ଟ୍ୱିଟର ସିଇଓ ପଦ ପାଇଁ ଲିଣ୍ଡାଙ୍କ ନାମ ଫାଇନାଲ ହୋଇ ସାରିଥିବା ଚର୍ଚ୍ଚା ହେଉଛି।

୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିବା ପରଠୁ ଚର୍ଚ୍ଚାରେ ରହି ଆସୁଥିବା ମସ୍କ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ମସ୍କ ଟ୍ୱିଟରର ସିଇଓ ପଦ ଛାଡ଼ିବା ପରେ କିଏ ଏହି ପଦ ଅକ୍ତିଆର କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Also Read

Elon Musk & Linda Yacarinoମସ୍କ ଓ ଲିଣ୍ଡା ୟାକାରିନୋ ।

ଏନେଇ ଟ୍ୱିଟ କରି ମସ୍କ କହିଛନ୍ତି, ମୁଁ ଏହା ଘୋଷଣା କରି ଖୁବ୍‌ ଉତ୍ସାହିତ ଯେ ଜଣେ ମହିଳା ଏହି ପଦ ସମ୍ଭାଳିବେ। ଉକ୍ତ ମହିଳାଙ୍କ ସନ୍ଧାନ ସରିଛି ଏବଂ ତାଙ୍କୁ ନିଯୁକ୍ତି ମଧ୍ୟ ଦିଆସରିଛି। ଆସନ୍ତା ୬ ସପ୍ତାହରେ ସମଗ୍ର ବିଶ୍ୱ ତାଙ୍କୁ ଦେଖିବ ଓ ସେ ହେବେ ଟ୍ୱିଟରର ନୂଆ ସିଇଓ ।

ଏଲନ ମସ୍କ ଟ୍ୱିଟର କିଣିବା ପରଠୁ ଏହାର ସିଇଓ ପଦ ସମ୍ଭାଳି ଆସିଛନ୍ତି। ତେବେ ସେ ଟ୍ୱିଟରର ସ୍ଥାୟୀ ସିଇଓ ନୁହନ୍ତି ଓ ଏଥିପାଇଁ ନୂଆ ମୁହଁ ସନ୍ଧାନ ଚାଲିଥିବା ପୂର୍ବରୁ ବହୁ ଥର ସୂଚନା ଦେଇ ସାରିଛନ୍ତି।

ସେ କୌଣସି ବି କମ୍ପାନୀର ସିଇଓ ଭୂମିକା ତୁଲାଇବାକୁ ଇଚ୍ଛୁକ ନ ଥିବା ମସ୍କ କହିବା ସହ ଖୁବ୍‌ ଶୀଘ୍ର ଟ୍ୱିଟରକୁ ନୂଆ ସିଇଓ ମିଳିବ ବୋଲି କହିଥିଲେ। ଏହାପରେ ତାଙ୍କ ଭୂମିକା ବି ବଦଳିଯିବ ବୋଲି ସେ ସୂଚନା ଦେଇଥିଲେ। ଏବେ ସେ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ସଫ୍ଟୱେର ଓ ଉତ୍ପାତ ଉପରେ ନଜର ରଖିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story