ଭାରତର ରକ୍ତ ଝରାଉଛି ହାଫିଜର ଲସ୍କର, କିନ୍ତୁ ଟଙ୍କା ଯୋଗାଇ ଚାଲିଛି ଆମେରିକା!

ଏହି ଫାଉଣ୍ଡେସନର ଲିଙ୍କ ଲସ୍କର-ଇ-ତାଏବା ସହ ରହିଛି। ଏସବୁ ସଂସ୍ଥାର ମୁଖିଆ ମୁମ୍ବାଇ ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦ।

USAID

USAID

Hemant Lenka
  • Published: Wednesday, 05 February 2025
  • Updated: 05 February 2025, 05:55 PM IST

Sports

Latest News

ଆମେରିକାର ସରକାର ପ୍ରାଧିକୃତ ସଂସ୍ଥା USAID ନିୟମିତ ଭାବେ ଭାରତ ବିରୋଧୀ ଗୋଟିଏ ସଂସ୍ଥାକୁ ପାଣ୍ଠି ଯୋଗାଇ ଚାଲିଛି। ଆମେରିକା ସରକାର ଉକ୍ତ ସଂସ୍ଥାକୁ ମଧ୍ୟ ଆତଙ୍କବାଦୀ ସଂଗଠନ ଭାବେ ବିବେଚନା କରିସାରିଥିଲେ ହେଁ USAID ପାଣ୍ଠି ଯୋଗାଣ ବନ୍ଦ କରିନାହିଁ। USAID ପକ୍ଷରୁ ପାକିସ୍ତାନ ଭିତ୍ତିକ ଫଲାହସ-ଇ-ଇନସାନିୟତ ଫାଉଣ୍ଡେସନକୁ ପାଣ୍ଠି ଦିଆଯାଉଛି।

ଏହି ଫାଉଣ୍ଡେସନର ଲିଙ୍କ ଲସ୍କର-ଇ-ତାଏବା ସହ ରହିଛି। ଏସବୁ ସଂସ୍ଥାର ମୁଖିଆ ମୁମ୍ବାଇ ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ହାଫିଜ ସୟିଦ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୋଟିଏ ନିର୍ଦ୍ଦେଶନାମା ବଳରେ USAIDକୁ ରଦ୍ଦ କରିବା ପରେ ଏପରି ଘଟଣା ସାମ୍ନାକୁ ଆସିଛି।

Also Read

ଫଲାହସ-ଇ-ଇନସାନିୟତ(ଏଫଆଇଏଫ) ଓ ଲସ୍କର ମିଳିତ ଭାବେ ମୁମ୍ବାଇ ୨୬/୧୧ ହମଲାରେ ସାମିଲ ଥିଲେ। ମୁମ୍ବାଇ ହମଲାରେ ୬ ଆମେରିକୀୟଙ୍କ ସମେତ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିଲା। ୧୦ ଜଣ ପାକିସ୍ତାନ ଆତଙ୍କବାଦୀ ଏପରି କାଣ୍ଡ ଘଟାଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗୋଟିଏ ଇସଲାମିକ ବଦାନ୍ୟ ସଂସ୍ଥାକୁ ବେଆଇନ ଭାବେ ପାଣ୍ଠି ଯୋଗାଇ USAID ତଦନ୍ତ ପରିସରଭୁକ୍ତ ହୋଇଥିଲେ ହେଁ ଟଙ୍କା ରିଲିଜ କରିବା ବନ୍ଦ କରି ନଥିଲା।

ବିଦେଶୀ ସଂସ୍ଥାକୁ ପାଣ୍ଠି ଯୋଗାଣ ଉପରେ ଏବେ ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ରୋକ ଲଗାଇବାରୁ USAIDର ଅଡ଼ୁଆ ବଢ଼ିଛି। ଅବଶ୍ୟ ଏପରି ପଦକ୍ଷେପ ଦ୍ୱାରା ଭାରତର ଏକାଧିକ ପ୍ରକଳ୍ପ ବାଧାପ୍ରାପ୍ତ ହେବ। କିନ୍ତୁ USAID ଭାରତ ବିରୋଧରେ ରଣନୀତି କରୁଥିବା ଗୋଟିଏ ଇସଲାମିକ ଆତଙ୍କୀ ସଂଗଠନ ପାଣ୍ଠି ଯୋଗାଇବା ନିଶ୍ଚିତ ଚିନ୍ତାର ବିଷୟ।

USAID ପକ୍ଷରୁ ବିଶ୍ୱର ବିଭିନ୍ନ ଏଜଜିଓକୁ ପାଣ୍ଠି ଯୋଗାଇ ଦିଆଯାଏ। ଏହାର ଗୋଟିଏ ହିତାଧିକାରୀ ହେଲା ଏଫଆଇଏଫ। ଏହା ଲସ୍କରର ଗୋଟିଏ ଅଂଶ। ଲସ୍କର ଓ ଏହାର ଅନୁବନ୍ଧିତ ସଂସ୍ଥା ଜମାତ ଉଦ ଦାୱା(ଜେୟୁଡି)କୁ ଉଭୟ ଆମେରିକା ଓ ଭାରତ ଆତଙ୍କୀ ସଂଗଠନ ଭାବେ ଘୋଷଣା କରିଛନ୍ତି। ଏହି ଦୁଇ ସଂସ୍ଥା ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

କିନ୍ତୁ ଆଶ୍ଚର୍ଯ୍ୟଜନକ ଘଟଣା ହେଲା ଯେ ଆମେରିକା ସରକାର ଦ୍ୱାରା ୨୦୧୦ରୁ ବ୍ୟାନ ହୋଇଥିବା ଗୋଟିଏ ସଂସ୍ଥାକୁ ସେହି ଦେଶର ଟିକସଦାତାଙ୍କ ଟଙ୍କା ଦିଆଯିବା। ବ୍ୟାନ ସତ୍ତ୍ୱେ USAID କ୍ରମାଗତ ଭାବେ ଏଫଆଇଏଫକୁ ପାଣ୍ଠି ଯୋଗାଇ ଚାଲିଥିଲା। ବ୍ୟାନ ହୋଇଥିବା ଲସ୍କର ଓ ଏହାର ତଥାକଥିତ ମାନବୀୟ ସଂଗଠନ ଜେୟୁଡି ସହ ଏଫଆଇଏଫର ଲିଙ୍କ ରହିଛି।

ପ୍ରକୃତ କଥା ହେଉଛି ଜେୟୁଡିର ନୂଆ ନାଁ ହେଉଛି ଏଫଆଇଏଫ। ମୁମ୍ବାଇ ୨୬/୧୧ ହମଲାରେ ଜେୟୁଡି ମଧ୍ୟ ସାମିଲ ଥିଲା। ତେଣୁ ତଦନ୍ତରୁ ବର୍ତ୍ତିବା ଓ ପାଣ୍ଠ ଯୋଗାଣ ବନ୍ଦ ନ ହେବା ଉଦ୍ଦେଶ୍ୟରେ ଉକ୍ତ ସଂଗଠନ ନିଜ ନାଁକୁ ଏଫଆଇଏଫ କରିଦେଇଥିଲା।

ଆମେରିକାର ମୋଟ ବିଦେଶୀ ପାଣ୍ଠି ମଧ୍ୟରୁ ଅଧାରୁ ଅଧିକ USAID ଦ୍ୱାରା ଯୋଗାଇ ଦିଆଯାଏ। କିନ୍ତୁ USAID ଏତେ ବେପରୁଆ ଥିଲା ଯେ ନିଜ ସରକାର ଦ୍ୱାରା ବ୍ୟାନ ହୋଇଥିବା ସଂସ୍ଥାକୁ ମଧ୍ୟ ସହାୟତା କରୁଥିଲା।

USAID ପକ୍ଷରୁ ଏଫଆଇଏଫକୁ ସହାୟତା ମିଚଗାନ ଭିତ୍ତିକ ଏଚଏଚଆରଡି ମାଧ୍ୟମରେ ମିଳୁଥିଲା। ଏହା ଏକ ମୁସଲିମ ଚ୍ୟାରିଟୀ। ଏଫଆଇଏଫ ସମେତ USAID ଗତବର୍ଷ ପ୍ରାୟ ୧୧୦,୦୦୦ ଡଲାରର ପାଣ୍ଠି ଦକ୍ଷିଣ ଏସିଆରେ କାର୍ଯ୍ୟ କରୁଥିବା ଜିହାଦି ଗ୍ରୁପକୁ ଯୋଗାଇ ଦେଇଛି। ଏହି ସଂଗଠନ ଗୁଡ଼ିକ ଭାରତକୁ ଟାର୍ଗେଟ କରନ୍ତି। ଏକଥା ଜଣାପଡ଼ିବାରେ କେବଳ ଆଭ୍ୟନ୍ତରୀଣ ତଦନ୍ତ ହେଉଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story