ଅଶାନ୍ତ ବାଂଲାଦେଶରେ ଅସୁରକ୍ଷିତ ସଂଖ୍ୟାଲଘୁ । ଆକ୍ରମଣକାରୀଙ୍କ ନିଶାନାରେ ହିନ୍ଦୁ, ହିନ୍ଦୁ ମାନଙ୍କ ଘର, ବ୍ୟାବସାୟିକ ପ୍ରତିଷ୍ଠାନ ଓ ବିଭିନ୍ନ ଦେବଦେବୀ ମନ୍ଦିର। କେଉଁଠି ଆକ୍ରମଣକାରୀ ନିଆଁ ଲଗାଉଛନ୍ତି ତ କେଉଁଠି ଲଙ୍କାକାଣ୍ଡ ଭିଆଉଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
International
ୟୁକ୍ରେନ ଶାନ୍ତି ଯୋଜନା ସହ ପୁଟିନଙ୍କୁ ଭେଟିଲେ NSA ଅଜିତ ଡୋଭାଲ
ଅକ୍ଟୋବର ୨୨ରେ ମୋଦିଙ୍କ ସହ ବ୍ରିକ୍ସ ସମ୍ମିଳନୀ ଅନ୍ତରାଳେ ଦ୍ୱିପାକ୍ଷିକ ଆଲୋଚନା କରିବା ପାଇଁ ପୁଟିନ ମନବଳାଇଛନ୍ତି। ଏ ସମ୍ପର୍କରେ ରୁଷ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି।
Religion
ଦୁର୍ଗାପୂଜା କଟକଣା; ନମାଜ ଓ ଆଜାନ ପାଠ ବେଳେ ବାଜିବନି ଗୀତ
ନମାଜ ଓ ଆଜାନ ପାଠ ସମୟରେ ବାଦ୍ୟଯନ୍ତ୍ର ତଥା ଗୀତ ନ ବଜାଇବାକୁ ହିନ୍ଦୁ ସମ୍ପ୍ରଦାୟଙ୍କୁ କୁହାଯାଇଛି।
International
ନିଜ ଶରୀର ସହ କ’ଣ କରିବେ ତାହା ମହିଳାଙ୍କ ନିଜସ୍ୱ ଅଧିକାର: କମଳା ହାରିସ୍
ଟ୍ରମ୍ପ ରାଷ୍ଟ୍ରପତି ହେଲେ ଦେଶରେ ପୁଣି ଥରେ ଗର୍ଭପାତ ନିୟମ ଉପରେ ରୋକ୍ ଲଗାଇଦେବେ ବୋଲି ଚେତାଇ ଦେଇଛନ୍ତି ହାରିସ୍। ଏହାଦ୍ୱାରା ମହିଳାମାନେ ନିଜ ଶରୀର ସହ କ’ଣ କରିବେ ତା’ ଉପରୁ ସ୍ୱାଧୀନତା ହରାଇ ବସିବେ।
International
ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମହାବିତର୍କ; ଟ୍ରମ୍ପ କହିଲେ- ରାଷ୍ଟ୍ରପତି ହେଲେ ୨୪ ଘଣ୍ଟାରେ ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିଦେବି
ଟ୍ରମ୍ପ କହିଛନ୍ତି, ଯଦି ସେ ଏଥର ରାଷ୍ଟ୍ରପତି ହୁଅନ୍ତି, ତେବେ ୨୪ ଘଣ୍ଟା ଭିତରେ ଏହି ଯୁଦ୍ଧର ପରିସମାପ୍ତି ଘଟିବ ।
International
ସୋଶାଲ ମିଡିଆ ବ୍ୟବହାର ପାଇଁ ସର୍ବନିମ୍ନ ବୟସ ନିର୍ଦ୍ଧାରଣ କରିବ ଏହି ଦେଶ, ଜାଣନ୍ତୁ କେଉଁମାନଙ୍କ ଉପରେ ଜାରି ହେବ କଟକଣା
ବୈଷୟିକ ଦୃଷ୍ଟି କୋଣରୁ ଏହାକୁ ବାସ୍ତବରେ ରୋକା ଯାଇପାରିବ ନା ନାହିଁ, ତାହା ଏକ ବଡ଼ ପ୍ରଶ୍ନ।