Advertisment

ଭାରତକୁ ନାଲି ଆଖି ଦେଖାଇବାକୁ କେଉଁଠାରୁ ସାହାସ ପାଇଲେ ମାଳଦ୍ୱୀପ ରାଷ୍ଟ୍ରପତି

ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ଭାରତୀୟ ସେନାଙ୍କୁ ମାଳଦ୍ୱୀପ ଛାଡିବାକୁ ସେ କହିଛନ୍ତି।

author-image
Jitendra Garnayak

ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଭାରତ-ମାଳଦ୍ୱୀପ ସମ୍ପର୍କ। ୫ ଦିନିଆ ଚୀନ ଗସ୍ତ ସାରି ଫେରିବା ପରେ ଭାରତକୁ ନାଲି ଆଖି ଦେଖାଇଛନ୍ତି ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମଇଜୁ। ଭାରତୀୟ ସେନା ହଟାଇବା ସହ ନିଜ ମାଳଦ୍ୱୀପ ବୟକଟକୁ ନେଇ ମୁହଁ ଖୋଲିଛନ୍ତି। ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ନିଜ ଦେଶରୁ ଭାରତୀୟ ସେନାକୁ ଫେରାଇ ନେବାକୁ କହିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି। 

Advertisment
Mohamed Muizzu India Maldives