ଅଶାନ୍ତ ମଧ୍ୟପ୍ରାଚ୍ୟ । ଆରମ୍ଭ ହୋଇଛି ଯୁଦ୍ଧ। ଇରାନ ଓ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ଯୁଦ୍ଧରେ ପରିଣତ ହୋଇଛି। ଇସ୍ରାଏଲ ଉପରେ ଇରାନ ୨୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିବା ସହ ଉଭୟ ପକ୍ଷରୁ ଆକ୍ରମଣ ଚାଲିଛି। ଏହାକୁ ନେଇ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ତେବେ ଏହି ସମ୍ପର୍କରେ ବୈଦେଶିକ ବେପାର ବିଶେଷଜ୍ଞ କଣ କହିଛନ୍ତି ଶୁଣନ୍ତୁ।